‘ଆଗରୁ ଗାଜିଆବାଦରେ ହଜ୍‌ ହାଉସ୍‌ ହେଉଥିଲା, ଆମ ସରକାର ମାନସରୋବର ଭବନ କରିଛି’

ଲକ୍ଷ୍ନୌ: ବିଜେପି ପାଇଁ ପଶ୍ଚିମ ଉତ୍ତରପ୍ରଦେଶ ନିର୍ବାଚନ ଏକ ଚ୍ୟାଲେଞ୍ଜ ହୋଇଛି। ଏହି କାରଣରୁ ଦଳର ସମସ୍ତ ବଡ ନେତା ଏହି କ୍ଷେତ୍ରକୁ ଘନଘନ ଗସ୍ତ କରୁଛନ୍ତି। ରବିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଜିଆବାଦ ଗସ୍ତ କରିଛନ୍ତି। ଯୋଗୀ ଆଦିତ୍ୟନାଥ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପୂର୍ବରୁ ଗାଜିଆବାଦରେ ହଜ୍ ହାଉସ୍ ନିର୍ମାଣ କରାଯାଉଥିଲା।  କିନ୍ତୁ ଆମ ସରକାର କୈଳାସ ମାନସରୋବର ଭବନ ନିର୍ମାଣ କରିଛନ୍ତି ।  ଯୋଗୀଙ୍କ ଏହି ବିବୃତ୍ତି ବିଜେପି ପଶ୍ଚିମ […]

yogi

yogi

Tapas Behera
  • Published: Sunday, 23 January 2022
  • Updated: 23 January 2022, 07:20 PM IST

Sports

Latest News

ଲକ୍ଷ୍ନୌ: ବିଜେପି ପାଇଁ ପଶ୍ଚିମ ଉତ୍ତରପ୍ରଦେଶ ନିର୍ବାଚନ ଏକ ଚ୍ୟାଲେଞ୍ଜ ହୋଇଛି। ଏହି କାରଣରୁ ଦଳର ସମସ୍ତ ବଡ ନେତା ଏହି କ୍ଷେତ୍ରକୁ ଘନଘନ ଗସ୍ତ କରୁଛନ୍ତି। ରବିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଜିଆବାଦ ଗସ୍ତ କରିଛନ୍ତି। ଯୋଗୀ ଆଦିତ୍ୟନାଥ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପୂର୍ବରୁ ଗାଜିଆବାଦରେ ହଜ୍ ହାଉସ୍ ନିର୍ମାଣ କରାଯାଉଥିଲା।  କିନ୍ତୁ ଆମ ସରକାର କୈଳାସ ମାନସରୋବର ଭବନ ନିର୍ମାଣ କରିଛନ୍ତି ।  ଯୋଗୀଙ୍କ ଏହି ବିବୃତ୍ତି ବିଜେପି ପଶ୍ଚିମ ୟୁପିରେ ଧ୍ରୁବୀକରଣ ପାଇଁ ଉଦ୍ୟମ କରୁଥିବା ଇଶାରା କରୁଛି। ନିକଟରେ ଗାଜିଆବାଦକୁ ଯୋଗୀ ଆଦିତ୍ୟନାଥଙ୍କ ଏହା ହେଉଛି ହେଉଛି ତୃତୀୟ ଗସ୍ତ।

ଏହି ଅବସରରେ ସେ ବାଲ୍ମିମିକୀ ବସ୍ତିକୁ ଯାଇଥିଲେ।  ମୋହନ ନଗରର ଏହି କଲୋନୀରେ ସେ କେତେକ ଘରକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ।  ପ୍ରଥମ ଥର ପାଇଁ ଏହି ବସ୍ତିକୁ  ମୁଖ୍ୟମନ୍ତ୍ରୀ ଆସିଥିବାରୁ ଲୋକେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଲୋକମାନେ ସେମାନଙ୍କ ସମସ୍ୟା ବିଷୟରେ ମଧ୍ୟ କହିଥିଲେ। ଗାଜିଆବାଦରେ ଯୋଗୀ ଆଦିତ୍ୟନାଥ ନିଜ ଦଳର କର୍ମୀଙ୍କୁ ଭେଟି ସମ୍ବୋଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଅପରାଧିମାନଙ୍କୁ ସାବାଡ଼, ରାଷ୍ଟ୍ରବାଦ ଏବଂ ବିକାଶକୁ ନେଇ ନିଜ ସରକାରଙ୍କୁ ପ୍ରଶଂସା କରିଥିଲେ ଯୋଗୀ । ଏଥିସହ ଅଖିଳେସଙ୍କ ୩୦୦ ୟୁନିଟି ମାଗଣା ବିଜୁଳି ବିଲ୍‌ ଘୋଷଣାକୁ ନେଇ ସମାଲୋଚନା କରିଥିଲେ।  ଯୋଗୀ ଆଦିତ୍ୟନାଥ କହିଛନ୍ତି, ଚୋରମାନଙ୍କୁ ଚାନ୍ଦିନୀ ରାତି ଭଲ ଲାଗେନି । ଯେଉଁ ସରକାର ସମୟରେ ବିଜୁଳି ଆଦୌ ଆସୁ ନଥିଲା ସେମାନେ ମାଗଣା ବିଜୁଳି ବାଣ୍ଟିବା କଥା କହୁଛନ୍ତି।  ସେମାନଙ୍କୁ ଜଣା ସେମାନେ ନିର୍ବାଚନରେ ଜିତୁ ନାହାନ୍ତି। ତେଣୁ ଯାହା କିଛି ବି ପ୍ରତିଶ୍ରୁତି ଦିଆଯାଇ ପାରେ।

ସୂଚନା ଅନୁଯାୟୀ, ୨୦୧୭  ବିଧାନସଭା ନିର୍ବାଚନ ପୂର୍ବରୁ ଗାଜିଆବାଦର ୫ ଟି ବିଧାନସଭା ଆସନ ମଧ୍ୟରୁ ୪ଟି ବିଏସପି ଦଖଲ କରିଥିଲା। ୨୦୧୭ବିଧାନସଭା ନିର୍ବାଚନରେ ​​ବିଜେପି ଗାଜିଆବାଦରେ ସମସ୍ତ ୫ଟି ବିଧାନସଭା ଆସନ ଜିତିଛି। କିନ୍ତୁ ଏଥର ରାସ୍ତା ବିଜେପି ପାଇଁ ସେତେଟା ସହଜ ନଥିବା ଦଳ ଅନୁଭବ କରିଛି। ବୋଧହୁଏ ଏହି କାରଣରୁ  ଦଳ ଏହି କ୍ଷେତ୍ରକୁ ଅଧିକ ଫୋକସ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story