ରାବଣର ପ୍ରଶ୍ନ ମୋର ୧୦ଟି ମୁଣ୍ଡ, ତୁମର କେତୋଟି ?

ମୁମ୍ବାଇ: କିଛି ଅଭିନବ ଉପାୟରେ ସଚେତନ କରିବା ଲାଗି ମୁମ୍ବାଇ ପୁଲିସର ମଜାଳିଆ ପ୍ରକୃତି ଲୋକଙ୍କ ମନକୁ ଛୁଇଁଥାଏ। ଏବେ ଟ୍ରାଫିକ ସଚେତନତା ଲାଗି ମୁମ୍ବାଇ ପୁଲିସର ଆଉ ଏକ ନିଆରା ପ୍ରୟାସ ବେଶ ଚର୍ଚ୍ଚାର କାରଣ ପାଲଟିଛି। ଯାହା ଶୋସାଲ ମିଡିଆରେ ବହୁଳ ମାତ୍ରାରେ ସେୟାର ହେବା ସହ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏହି ନୂଆ ପରିକଳ୍ପନା ଅନୁଯାୟୀ ‘ରାବଣ’ ଭୂମିକାରେ ଜଣେ ବ୍ୟକ୍ତି ହେଲମେଟ ପିନ୍ଧିବା ପାଇଁ ସଚେତନ କରୁଛନ୍ତି। ମୁମ୍ବାଇ ପୁଲିସ […]

mumbai

mumbai

Tapas Behera
  • Published: Wednesday, 05 October 2022
  • Updated: 05 October 2022, 04:05 PM IST

Sports

Latest News

ମୁମ୍ବାଇ: କିଛି ଅଭିନବ ଉପାୟରେ ସଚେତନ କରିବା ଲାଗି ମୁମ୍ବାଇ ପୁଲିସର ମଜାଳିଆ ପ୍ରକୃତି ଲୋକଙ୍କ ମନକୁ ଛୁଇଁଥାଏ। ଏବେ ଟ୍ରାଫିକ ସଚେତନତା ଲାଗି ମୁମ୍ବାଇ ପୁଲିସର ଆଉ ଏକ ନିଆରା ପ୍ରୟାସ ବେଶ ଚର୍ଚ୍ଚାର କାରଣ ପାଲଟିଛି। ଯାହା ଶୋସାଲ ମିଡିଆରେ ବହୁଳ ମାତ୍ରାରେ ସେୟାର ହେବା ସହ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏହି ନୂଆ ପରିକଳ୍ପନା ଅନୁଯାୟୀ ‘ରାବଣ’ ଭୂମିକାରେ ଜଣେ ବ୍ୟକ୍ତି ହେଲମେଟ ପିନ୍ଧିବା ପାଇଁ ସଚେତନ କରୁଛନ୍ତି। ମୁମ୍ବାଇ ପୁଲିସ ଟ୍ୱିଟର ଆକାଣ୍ଟରେ ଭିଡିଓଟି ପୋଷ୍ଟ  ହୋଇଛି। ଭିଡିଓରେ ରାବଣ ୧୦ ମୁଣ୍ଡ ଧରି ଘରୁ ବାହାରୁଛନ୍ତି। କେହି ଜଣେ ମହିଳା ରାବଣଙ୍କୁ  ଯିବା ପୂର୍ବରୁ ସଚେତନ କରି ଡାକଟିଏ ପକାଉଛନ୍ତି।

ଏହାର ଇଶାରାରେ ରାବଣ ହଁ ଠିକ୍ କହି କହି ବାହାରୁଛନ୍ତି। ଘରୁ ବାହାରିବା ପୂର୍ବରୁ ଏକ ଦୁଇଚକିଆ ବୁଲେଟ ଷ୍ଟାର୍ଟ କରି ବାହାରୁଛନ୍ତି। ମଥାରେ ତାଙ୍କର ମୁକୁଟ ବିଶିଷ୍ଟ ୧୦ ମୁଣ୍ଡ ରହିଛି। ଯେହେତୁ ତାଙ୍କର ୧୦ଟି ମୁଣ୍ଡ ସେ ହେଲମେଟ ପିନ୍ଧିବାରେ ଅସମର୍ଥ। ଯାତ୍ରା ବେଳେ ବାଟରେ ଟ୍ରାଫିକ୍‌ ପଡ଼ୁଛି। ଏହି ସମୟରେ ତାଙ୍କ ପାଖରେ ଜଣେ ବାଇକ ଆରୋହୀ ପହଞ୍ଚୁଛନ୍ତି ଏବଂ ସେ ରାବଣଙ୍କୁ ଆଚମ୍ବିତ ମୁଦ୍ରାରେ ଦେଖୁଛନ୍ତି। କିନ୍ତୁ ବ୍ୟକ୍ତି ଜଣକ ନିଜ ହେଲମେଟକୁ ଗାଡ଼ି ପଛରେ ଓହଳାଇଛନ୍ତି।

ଏହି ସମୟରେ ରାବଣ ବ୍ୟକ୍ତି ଜଣକୁ ଇସାରା କରି ହେଲମେଟ କାହିଁ ବୋଲି ଠାରୁଛନ୍ତି। ପ୍ରତିକ୍ରିୟାରେ ବ୍ୟକ୍ତି ଜଣକ ନଜର ଅନ୍ଦାଜ କାରିବାକୁ ଚାହୁଁଛନ୍ତି। ହେଲେ ଗଲା ବେଳେ ରାବଣ ମୋର ୧୦ଟି ମୁଣ୍ଡ, ତୁମର କେତୋଟି ଅଛ କହି ଚାଲିଯାଉଛନ୍ତି। ଏହା ଶୁଣି ହଠାତ ବ୍ୟକ୍ତି ଜଣକ ଚିନ୍ତିତ ହୋଇପଡ଼ୁଛନ୍ତି। ଦଶହରା ଅବସରରେ ମୁମ୍ବାଇ ପୁଲିସର ଏହି ଟ୍ରାଫିକ୍‌ ସଚେତନତା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

ବାଇକ ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ। ମୁମ୍ବାଇ ପୁଲିସ ତରଫରୁ ମୁଁ ସମସ୍ତ ଡ୍ରାଇଭରଙ୍କୁ ହେଲମେଟ ବ୍ୟବହାର କରିବାକୁ ନିବେଦନ କରୁଛି ବୋଲି ମୁମ୍ବାଇ ପୋଲିସ କମିଶନର କହିଛନ୍ତି। ପୁଲିସ କମିଶନର କହିଛନ୍ତି ଯେ ଏହି ଭିଡିଓ ମାଧ୍ୟମରେ ରାଜ୍ୟ ତଥା ଦେଶର ଲୋକଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନ କରିବା ମୁଖ୍ୟ ଉଦ୍ଦେଶ୍ୟ। ରାବଣର ୧୦ ଟି ମୁଣ୍ଡ ଥିବାବେଳେ। ଆମର  ଗୋଟିଏ ମୁଣ୍ଡ। ତେଣୁ ସମସ୍ତେ ସତର୍କ ଓ ସାବଧାନ ହେବା ଉଚିତ୍ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story