କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଲେବର ପାର୍ଟିକୁ ଝଟକା ଦେଲେ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ: ବ୍ରିଟେନ ସାଧାରଣ ନିର୍ବାଚନରେ ଜମ୍ମୁ କଶ୍ମୀର ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି ଲେବର ପାର୍ଟିକୁ। କଶ୍ମୀର ବିରୋଧୀ ମନ୍ତବ୍ୟ ଦେଉଥିବା ଲେବର ପାର୍ଟି ସାଧାରଣ ନିର୍ବାଚନରେ ଶୋଚନାୟ ପରାଜୟ ବରଣ କରିଛି। କ୍ଷମତାକୁ ଫେରିଲେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ବୋଲି ଲେବର ପାର୍ଟିର ପ୍ରମୁଖ ନେତା ଜେରେମି କାର୍ବିନ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଭାରତୀୟ ବଂଶୋଦ୍ଭବମାନେ ତାଙ୍କ ଦଳକୁ ସମର୍ଥନ ନକରିବାରୁ ଶୋଚନୀୟ ପରାଜୟ ହୋଇଛି। ଯାହାକି ୧୯୩୫ ମସିହା […]

LABOUR PARTY

LABOUR PARTY

Subhransu Sekhar
  • Published: Saturday, 14 December 2019
  • Updated: 14 December 2019, 05:51 PM IST

Sports

Latest News

ଲଣ୍ଡନ: ବ୍ରିଟେନ ସାଧାରଣ ନିର୍ବାଚନରେ ଜମ୍ମୁ କଶ୍ମୀର ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି ଲେବର ପାର୍ଟିକୁ। କଶ୍ମୀର ବିରୋଧୀ ମନ୍ତବ୍ୟ ଦେଉଥିବା ଲେବର ପାର୍ଟି ସାଧାରଣ ନିର୍ବାଚନରେ ଶୋଚନାୟ ପରାଜୟ ବରଣ କରିଛି। କ୍ଷମତାକୁ ଫେରିଲେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ବୋଲି ଲେବର ପାର୍ଟିର ପ୍ରମୁଖ ନେତା ଜେରେମି କାର୍ବିନ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଭାରତୀୟ ବଂଶୋଦ୍ଭବମାନେ ତାଙ୍କ ଦଳକୁ ସମର୍ଥନ ନକରିବାରୁ ଶୋଚନୀୟ ପରାଜୟ ହୋଇଛି। ଯାହାକି ୧୯୩୫ ମସିହା ସାଧାରଣ ନିର୍ବାଚନ ପରେ ଲେବର ପାର୍ଟିର ସବୁଠୁ ଖରାପ ଫଳାଫଳ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବ୍ରିଟେନରେ କଂଗ୍ରେସ ପ୍ରତିନିଧି ଦଳଙ୍କୁ କାର୍ବିନ ଭେଟିଥିଲେ ବୋଲି ଟୁଇଟ୍ କରି କହିଥିଲେ। ଏମିତିକି କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଛି ବୋଲି କାର୍ବିନ କହିଥିଲେ। କାର୍ବିନ ଓ କଂଗ୍ରେସ ଏହି ବୈଠକକୁ ଗୁପ୍ତ ରଖିଥିଲେ। ତେବେ କାର୍ବିନ ଟୁଇଟ୍ କରି କହିଦେବା ପରେ କଂଗ୍ରେସକୁ ଅନେକ ସଫେଇ ଦେବାକୁ ପଡ଼ିଥିଲା।

ସେହିପରି ବ୍ରିଟେନ ସାଧାରଣ ନିର୍ବାଚନ ବେଳେ ଜଣେ ପାକିସ୍ତାନ ଅଧିକାରୀ କହିଥିଲେ, ଲେବର ପାର୍ଟି ବ୍ରିଟେନରେ ବିଜୟୀ ହେବା ଦରକାର। ହେଲେ ଏବେ ଓଲଟା ଫଳାଫଳ ହେବାରୁ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାର୍ବିନ ବିରୋଧ କରୁଥିବାରୁ ବ୍ରିଟେନରେ ଥିବା ୧୩୦ ଭାରତୀୟ ସଂଗଠନ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ। କଶ୍ମୀର ଭାରତ ଓ ପାକିସ୍ତାନର ପ୍ରସଙ୍ଗ ହୋଇଥିବା ବେଳେ ଲେବର ପାର୍ଟି ହସ୍ତକ୍ଷେପ କରିବ ବୋଲି କହିବା ବ୍ରିଟିଶ ରାଜନୀତିକ ଦଳ ଆଇନର ଉଲ୍ଲଂଘନ ବୋଲି ଭାରତୀୟ ସଂଗଠନ କହିଥିଲେ। ଯଦି ଏମିତି ପକ୍ଷ ରଖିବ ନିର୍ବାଚନ ବେଳେ ଫଳ ଭୋଗିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ କନଜରଭେଟିଭ ଦଳକୁ ଭାରତୀୟ ବଂଶୋଦ୍ଭବ ଲୋକମାନେ ସମର୍ଥନ ଦେଇଥିଲେ।

ଭୋଟ ବେଳେ ବିଭିନ୍ନ ସଂସ୍ଥା ମଧ୍ୟ ଆକଳନ କରି କହିଥିଲେ କଶ୍ମୀର ମନ୍ତବ୍ୟ ପାଇଁ ଲେବର ପାର୍ଟି ନିଜର ୧୨ ପ୍ରତିଶତ ଭାରତୀୟ ସମୁଦାୟ ଭୋଟ୍ ହରାଇବ। ଆଉ ଏହାର ଫଇଦା କନଜରଭେଟିଭ ଦଳ ନେବ। ବ୍ରେକଜିଟକୁ ନେଇ ବ୍ରିଟେନରେ କନଜରଭେଟିଭ ଦଳ ଅଡୁଆରେ ପଡ଼ିଥିଲେ ମଧ୍ୟ ଭାରତୀୟ ବଂଶୋଦ୍ଭବଙ୍କ ନିଷ୍ପତ୍ତି ଲେବର ପାର୍ଟିର ସମସ୍ତ ଆକଳନକୁ ନିରାଶ କରିଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶାସକ ଦଳ କନଜରଭେଟିବ ପାର୍ଟିକୁ ବହୁମତ ମିଳିଛି। ୬୫୦ ଆସନରୁ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ନେତୃତ୍ୱାଧୀନ କନଜରଭେଟିଭ ପାର୍ଟି ୩୭୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ବୋରିଶ ଜନସନ ହେଉଛନ୍ତି ଭାରତର ଜ୍ୱାଇଁ। ବୋରିଶ ଜନସନଙ୍କ ପ୍ରଥମ ପତ୍ନୀ ମରିନା ହ୍ୱିଲର ଭାରତୀୟ ବଂଶୋଦ୍ଭବ। ମରିନାଙ୍କ ମା’ଙ୍କ ନାଁ ଦୀପ ଶିଖ। ସେ ଶିଖ ଧର୍ମାବଲମ୍ବୀ। ଏବେ ମରିନାଙ୍କ ସହ ବୋରିଶଙ୍କର ଛାଡ଼ପତ୍ର ମାମଲା ଚାଲିଛି। ବୋରିଶ ଭାରତୀୟ ବଂଶୋଦ୍ଭବଙ୍କର ଜ୍ୱାଇଁ ହୋଇଥିବାରୁ ସେ ଭାରତୀୟଙ୍କର ସମର୍ଥନ ପାଇବାରେ ସମର୍ଥନ ହୋଇଛନ୍ତି। ଏମିତିକି ନିର୍ବାଚନ ପ୍ରଚାର ବେଳେ ଅନେକ ହିନ୍ଦୀ ଗୀତ କନଜରଭେଟିଭ ଦଳ ପକ୍ଷରୁ ବ୍ୟବହାର କରାଯାଇ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କୁ ଆକୃଷ୍ଟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story