ପ୍ରଶାସନିକ ସେବାରେ ସଂସ୍କାର ଆଣିବ ‘ମିଶନ କର୍ମଯୋଗୀ’

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍ ‘ମିଶନ କର୍ମଯୋଗୀ’ ବାବଦରେ ଘୋଷଣା କରିଛି। ସାରା ଦେଶରେ ପ୍ରଶାସନିକ ସେବା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଏହି ପଦକ୍ଷେପ ନିଆଯିବାର ଅଛି। ସମାଜର ଆହ୍ୱାନକୁ ମୁକାବିଲା କରିବା ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ଅଧିକାରୀଙ୍କୁ ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମ ବାବଦରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ, ଏହା ଏକ ରାଷ୍ଟ୍ରବ୍ୟାପୀ କାର୍ଯ୍ୟକ୍ରମ ହେବ। ଏହା ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ବୃଦ୍ଧିରେ ମୂଳଦୁଆ ସାଜିବ। ଏହା […]

Prakash

Prakash

Subrat Kumar Nayak
  • Published: Wednesday, 02 September 2020
  • Updated: 02 September 2020, 08:07 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍ ‘ମିଶନ କର୍ମଯୋଗୀ’ ବାବଦରେ ଘୋଷଣା କରିଛି। ସାରା ଦେଶରେ ପ୍ରଶାସନିକ ସେବା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଏହି ପଦକ୍ଷେପ ନିଆଯିବାର ଅଛି। ସମାଜର ଆହ୍ୱାନକୁ ମୁକାବିଲା କରିବା ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ଅଧିକାରୀଙ୍କୁ ତାଲିମ ଦିଆଯିବ।

ଏହି କାର୍ଯ୍ୟକ୍ରମ ବାବଦରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ, ଏହା ଏକ ରାଷ୍ଟ୍ରବ୍ୟାପୀ କାର୍ଯ୍ୟକ୍ରମ ହେବ। ଏହା ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ବୃଦ୍ଧିରେ ମୂଳଦୁଆ ସାଜିବ। ଏହା ଜରିଆରେ ସାରା ବିଶ୍ୱର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକରୁ ଅଧିକାରୀମାନେ ଶିଖିବାର ସୁଯୋଗ ପାଇବେ। ବିଧିବଦ୍ଧ ଭାବେ ଏହାକୁ ‘ନ୍ୟାସନାଲ ପ୍ରୋଗ୍ରାମ୍ ଫର ସିଭିଲ୍ ସର୍ଭିସେସ୍ କାପାସିଟି ବିଲ୍ଡିଂ’ କୁହାଯାଉଛି। ଏହା ଦେଶର ମାନବସମ୍ବଳ ବିକାଶ ଉଦ୍ଦେଶ୍ୟରେ କାମ କରିବ। ଏହା ‘ନିୟମ ଭିତ୍ତିକ’ ନହୋଇ ‘ଦାୟିତ୍ୱ ଭିତ୍ତିକ’ ହେବ।

ପର୍ସନେଲ ଆଣ୍ଡ ଟ୍ରେନିଂ ବିଭାଗ ପକ୍ଷରୁ ସଚିବ ସି ଚନ୍ଦ୍ରମୌଲି କହିଛନ୍ତି, “ପ୍ରଶାସନିକ ଅଧିକାରୀଟିଏ କେମିତି ହେବା ଉଚିତ ସମ୍ପର୍କରେ ସରକାରଙ୍କ ଦୃଷ୍ଟିକୋଣ ଉପରେ ଏହି ଯୋଜନା ଆଧାରିତ।”ଆଜିର ପ୍ରାସନିକ ଅଧିକାରୀଟିଏ ସମଗ୍ର ବିଶ୍ୱର ଆହ୍ୱାନକୁ ସାମ୍ନା କରିବାକୁ ପଡ଼ୁଛି, କଳ୍ପନାଶୀଳ, ଅଭିନବ, ସକ୍ରିୟ, ନମ୍ର, ପ୍ରଫେସନାଲ ଓ ପ୍ରଗତିଶୀଳ, ସ୍ୱଚ୍ଛ, ଟେକ୍ନୋ ଏନାବଲ୍‌ଡ ଏବଂ ସୃଜନଶୀଳ ହେବା ଦରକାର ହେଉଛି। ଏହା ପୂର୍ବରୁ ଜାଭଡ଼େକର କହିଥିଲେ, ଏହା ସରକାରୀ ସ୍ତରରେ ସବୁଠାରୁ ବଡ଼ ମାନବ ସମ୍ବଳ ବିକାଶ ସଂସ୍କାର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story