କରୋନା ଭାଇରସର ପ୍ରତିଷେଧକ ଆବିଷ୍କାର କଲେ ପ୍ରବାସୀ ଭାରତୀୟ ବୈଜ୍ଞାନିକ!

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଉଛି କରୋନା ଭାଇରସ। କରୋନାରୁ ବର୍ତ୍ତିବା ପାଇଁ ଭେକସିନ ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଏହାରି ଭିତରେ ଅଷ୍ଟ୍ରେଲିଆର ଏକ ଗବେଷଣା ସଂସ୍ଥାରେ ଜଣେ ପ୍ରବାସୀ ଭାରତୀୟ କରୋନାର ପ୍ରତିଷେଧକ ଆବିଷ୍କାର କରିଛନ୍ତି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ଏ ନେଇ ଏକ ଖବର ପ୍ରକାଶ ପାଇଛି। ଅଷ୍ଟ୍ରେଲିଆର କମନ୍‌ୱେଲ୍‌ଥ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍(CSIRO)ର ଲାବ୍‌ରେ କରୋନା ଭାଇରସ ଉପରେ ଗବେଷଣା କରାଯାଇଥିଲା। […]

Indian Scientist CORONA

Indian Scientist CORONA

Subhransu Sekhar
  • Published: Friday, 07 February 2020
  • Updated: 07 February 2020, 04:21 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଉଛି କରୋନା ଭାଇରସ। କରୋନାରୁ ବର୍ତ୍ତିବା ପାଇଁ ଭେକସିନ ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଏହାରି ଭିତରେ ଅଷ୍ଟ୍ରେଲିଆର ଏକ ଗବେଷଣା ସଂସ୍ଥାରେ ଜଣେ ପ୍ରବାସୀ ଭାରତୀୟ କରୋନାର ପ୍ରତିଷେଧକ ଆବିଷ୍କାର କରିଛନ୍ତି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ଏ ନେଇ ଏକ ଖବର ପ୍ରକାଶ ପାଇଛି।

ଅଷ୍ଟ୍ରେଲିଆର କମନ୍‌ୱେଲ୍‌ଥ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍(CSIRO)ର ଲାବ୍‌ରେ କରୋନା ଭାଇରସ ଉପରେ ଗବେଷଣା କରାଯାଇଥିଲା। ଗତ ସପ୍ତାହରେ ଜଣେ ବ୍ୟକ୍ତିଙ୍କ ସାମ୍ପଲରୁ ମିଳିଥିବା ଭାଇରସକୁ ଆଇସୋଲେଟ( ବିଚ୍ଛିନ୍ନ ବା ମୁକ୍ତ) କରିବାରେ ସଫଳ ହୋଇଥିଲେ। ଏହି ଗବେଷଣାର ଉପଲବ୍ଧି ବାବଦରେ ସୂଚନା ଦେଇ ଗବେଷଣ ଟିମ୍‌ ନେତୃତ୍ୱ ନେଉଥିବା ପ୍ରଫେସର ଏସଏସ ଭାସନ ଭାରତୀୟ ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହ ଏହା ସାହାଯ୍ୟରେ ଖୁବ୍‌ ଶୀଘ୍ର କରୋନାର ପ୍ରତିଷେଧକ ମଧ୍ୟ ବାହାର କରିହେବ ବୋଲି କହିଛନ୍ତି।

ଭାସନ କହିଛନ୍ତି, ଅଷ୍ଟ୍ରେଲିଆରେ ଆନିମଲ ହେଲ୍‌ଥ ଲାବରେ ମୋର ସହଯୋଗୀ ଏହି ରୋଗ ଉପରେ ଅଧିକ ଗବେଷଣା କରୁଛନ୍ତି। CSIRO ର ଆଉ ଏକ ବିଭାଗ ୟୁନିଭର୍ସିଟି ଅଫ କ୍ୱିନ୍‌ସଲାଣ୍ଡ ଦ୍ୱାରା ପ୍ରସ୍ତୁତ ହେଉଥବା ଭାକ୍ସିନ୍‌ର ମାନବୃଦ୍ଧି ଉପରେ କାମ କରୁଛନ୍ତି।

ସୂଚନାଯୋଗ୍ୟ, BITS ପିଲାନି ଏବଂ IISC ବେଙ୍ଗାଲୁରୁର ଆଲୁମୁନି ହେଉଛନ୍ତି ଭାସନ। ସ୍କଲାରଶିପ ପାଇବା ପରେ ଅକ୍ସଫୋର୍ଡ଼ର ଟ୍ରିନିଟି କଲେଜରେ ସେ ପାଠ ପଢ଼ୁଥିଲେ। ସେଠାରେ ସେ ଡାକ୍ଟରେଟ ପାସ କରିବା ପରେ ଡେଙ୍ଗୁ, ଚିକେନଗୁନିଆ ଏବଂ ଜିକା ଭଳି ଭଳି ଭାଇରସର ନିରାକରଣ ପାଇଁ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story