ଭାରତରେ ୧୦ଟି କରୋନା ହଟସ୍ପଟ ଚିହ୍ନଟ, ୨୪ ଘଣ୍ଟା ୩୮୮ ରୋଗୀ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ଏହା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୩୮୮ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ଦେଶରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆସି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବେସରକାରୀ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୪ ଓ […]

ed

ed

Hemant Lenka
  • Published: Wednesday, 01 April 2020
  • Updated: 01 April 2020, 04:50 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ଏହା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୩୮୮ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ଦେଶରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆସି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବେସରକାରୀ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୪ ଓ ମୃତ୍ୟୁସଂଖ୍ୟା ୫୪ ବୋଲି ଦର୍ଶାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ତାବଲିଘି ଜାମାତ କାର୍ଯ୍ୟକ୍ରମ ପାଇଁ ଦେଶରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିଲା। ଏହା ଚିନ୍ତା ଜନକ ଓ ଲୋକମାନେ ଲକଡାଉନର ଗାଇଡଲାଇନକୁ ପାଳନ କରୁ ନଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଭାରତରେ କରୋନାର ୧୦ଟି ହଟସ୍ପଟ ଚିହ୍ନଟ ହୋଇଛି। ଅର୍ଥାତ ଏହି ୧୦ଟି ହଟସ୍ପଟରୁ ହିଁ କରୋନା ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାର ଆଶଙ୍କା ରହିଛି।

ଦିଲ୍ଲୀର ନିଜାମୁଦ୍ଦିନ: ୧୪ ଶହ ଶତାବ୍ଦୀର ସୁଫି ଖ୍ୱାଜା ନିଜାମୁଦ୍ଦିନ ଅଉଲିୟା ନିଜାମୁଦ୍ଦିନ ଠାରେ ମରକାଜ ମସଜିଦ ସ୍ଥାପନ କରିଥିଲେ। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଏଠାରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏଠାରେ ଯୋଗଦେଇଥିବା ଅଧିକାଂଶ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ଏହା ବର୍ତ୍ତମାନ କରୋନାର ହଟସ୍ପଟ ଭାବେ ପରିଚୟ ଲାଭ କରିଛି।

ଦିଶାଦ ଗାର୍ଡେନ: ଉତ୍ତରପୂର୍ବ ଦିଲ୍ଲୀର ଏହି ଅଞ୍ଚଳରେ ଜଣେ ମହିଳା ସାଉଦିରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏହାପରେ ତାଙ୍କ ଝିଅ ଓ ଦୁଇ ଜଣ ସମ୍ପର୍କୀୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ମହିଳା ଜଣଙ୍କ ମୌଜପୁର ଅଞ୍ଚଳର ଜଣେ ମହୋଲା କ୍ଲିନକ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ମଧ୍ୟ କରୋନା ହୋଇଥିଲା। ବର୍ତ୍ତମାନ ଶାହାଦ୍ର ଜିଲ୍ଲାରେ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ରାଜସ୍ଥାନର ବିଲୱାରା: ରାଜସ୍ଥାନରେ ଚିହ୍ନଟ ହୋଇଥିବା ୮୩ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୨୬ ଜଣ କେବଳ ବିଲୱାରାରେ ଠାବ ହୋଇଛନ୍ତି। ତେବେ ଚିକିତ୍ସା ପରେ ୮ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ବିଭାଗ ଏହି ଅଞ୍ଚଳରୁ ୧୧୯୪ଟି ନୁମନା ପରୀକ୍ଷା ପାଇଁ ନେଇଛି।

ଉତ୍ତର ପ୍ରଦେଶର ନୋଏଡା: ଏଠାକାର ଗୌତମବୁଦ୍ଧ ନଗରରେ ୩୮ ଜଣ କୋଭିଡ୍‌-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ନୋଏଡାରେ ଥିବା ଏକ ଫାର୍ମର ସଂସ୍ପର୍ଶରେ ଆସି ପ୍ରାୟ ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଏହାକୁ ସିଲ କରିଦିଆଇଛି। ଏଠାରେ ୬୨୬ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୮୫୧ ଜଣଙ୍କୁ ସର୍ଭେଲାନ୍ସରେ ରଖାଯାଇଥିଲେ। ସେହିପରି ୨୯୧ ଜଣ କ୍ୱାରେଣ୍ଟାଇନରେ ରହିଛନ୍ତି।

ଏହା ବ୍ୟତୀତ ମୀରଟରେ ୧୯ ଜଣ, ମହାରାଷ୍ଟ୍ରର ମୁମ୍ବାଇରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୨୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପୁଣେ ମଧ୍ୟ କରୋନାର ଆଉ ଏକ ସ୍ପଟ ହୋଇଛି। ଏଠାରେ ୪୬ ଜଣ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି।

ଗୁଜରାଟର ଅହମଦାବାଦରେ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗୁଜରାଟରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ଅହମଦାବାଦରେ ଆଖି ବୁଜିଛନ୍ତି। କେରଳର କାସରାଗଡରେ ଦେଶର ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ୯୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

୭,୭୨୫ ଜଣ ନୀରିକ୍ଷଣରେ ଥିବା ବେଳେ ୧୬୩ ଜଣ ଆଇସୋଲେସନ ୱାର୍ଡରେ ରହିଛନ୍ତି। କେରଳର ପାଥନମଥିଟ୍ଟା ମଧ୍ୟ କରୋନାର ଆଉ ଏକ ହଟସ୍ପଟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story