ଅନେକ ଲୋକ ଅଛନ୍ତି ଯେଉଁମାନେ କେବେ ହେଲେ ବିମାନରେ ଯାତ୍ରା କରି ନାହାନ୍ତି। ସେମାନଙ୍କର ବିମାନ ଯାତ୍ରା କରିବାକୁ ଅନେକ ଇଚ୍ଛା ଥିଲେ ବି ବିମାନ ଟିକେଟ୍ ମହଙ୍ଗା ହୋଇଥିବାରୁ ଯାଇପାରନ୍ତି ନାହିଁ। ଏବେ ଏଥିରୁ ମିଳିବ ନିସ୍ତାର। କାରଣ ବିମାନ ସେବା ପ୍ରଦାନ କରୁଥିବା ଇଣ୍ଡିଗୋ ୪ ଦିନ ପାଇଁ ବିଶେଷ ଅଫର ଘୋଷଣା କରିଛି। ଅଫର ଅନୁଯାୟୀ ୧୨ ଲକ୍ଷ ସିଟ୍ ଉପରେ ପ୍ରତି ସିଟ୍ର ଟିକଟ ମୂଲ୍ୟ ମାତ୍ର ୧,୨୧୨ ଟଙ୍କା ରହିଛି। ଇଣ୍ଡିଗୋ କହିଛି, ଟିକେଟ୍ର ବୁକିଂ ଆଜିଠୁ ହେଇପାରିବ। ଯାହାଦ୍ୱାରା ଜୁଲାଇ ୨୫ରୁ ୩୦ମାର୍ଚ୍ଚ ଭିତରେ ଯାତ୍ରା କରିହେବ। କମ୍ପାନୀ ଏହି ଅଫରଟି ନିଜର ଦ୍ୱାଦଶ ବାର୍ଷିକ ଉତ୍ସବ ଅବସରରେ ଘୋଷଣା କରିଛି।
ଏହି ସେଲ୍ କମ୍ପାନୀର ୬ଇ ନେଟୱର୍କ ଉପରେ ଦିଆଯାଉଛି। ଯେଉଁଥିରେ ଆନ୍ତର୍ଜାତିକ ରୁଟ୍ ବି ସାମିଲ ଅଛି। ଏହି ଅଫର କମ୍ପାନୀ ୫୭ଟି ସହରର ନେଟୱର୍କ ଉପରେ ୧୨ ଲକ୍ଷ ସିଟ୍ ଉପରେ ଦେଉଛି। କେବଳ ଏତିକି ନୁହେଁ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରେ ୩୦୦୦ ଟଙ୍କାର ଟିକେଟ କିଣିଲେ ୫ ପ୍ରତିଶତ କ୍ୟାଶବ୍ୟାକ୍ ମଧ୍ୟ ମିଳିବ ବୋଲି ଘୋଷଣା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସୁଧୁରୁନି ଡ୍ରାଗନ୍, ପୁଣି LAC ନିକଟରେ କଲା ଯୁଦ୍ଧାଭ୍ୟାସ
ଗୋଟିଏ ପଟେ ଦେଶ ସେନା ଦିବସ ପ୍ରସ୍ତୁତିରେ ଲାଗିଥିବା ବେଳେ ଅନ୍ୟପଟେ ଚୀନ୍ ସେନା ଏଲ୍ଏସି ନିକଟରେ ଡ୍ରିଲ୍ ଆରମ୍ଭ କରିଛି।
National
ଟ୍ରକ୍କୁ ପିଟିଲା ଅଟୋ, ଚାଲିଗଲା ୬ ଜୀବନ
ମହାରାଷ୍ଟ୍ରର ନାସିକ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।
National
ତୀର୍ଥରାଜ ପ୍ରୟାଗରେ ମହାକୁମ୍ଭ ମେଳା ଆରମ୍ଭ, ଶ୍ରଦ୍ଧାଳୁଙ୍କ ଉପରେ ହେବ ପୁଷ୍ପ ବର୍ଷା
ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।