ଯାନ୍ତ୍ରିକ ତ୍ରୁଟି ଯୋଗୁ ରନୱେରୁ ଫେରିଲା ଗଡ଼କରୀଙ୍କ ବିମାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବସିଥିବା ଇଣ୍ଡିଗୋ ବିମାନ ଛାଡ଼ିବା ପାଇଁ ପ୍ରସ୍ତୁତ ରହିଥିଲା। ବିମାନଟି ରନ୍‌ୱେରେ ମଧ୍ୟ ଗଡ଼ିବା ଆରମ୍ଭ କରିଥିଲା। କିନ୍ତୁ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟିକୁ ପାଇଲଟ୍‌ ଠାବ କରିବା ସହ ଏହାର ଉଡ଼ାଣକୁ ରନ୍‌ ୱେରୁ ହିଁ ବାତିଲ କରିବାକୁ କହିଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ଗଡ଼କରୀ ଆଜି ଇଣ୍ଡିଗୋ ବିମାନ ୬ଇ ୬୩୬ରେ ନାଗପୁରରୁ ଦିଲ୍ଲୀ ଯିବାର ଥିଲା। ହେଲେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ […]

vd

Hemant Lenka
  • Published: Tuesday, 13 August 2019
  • , Updated: 13 August 2019, 01:58 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବସିଥିବା ଇଣ୍ଡିଗୋ ବିମାନ ଛାଡ଼ିବା ପାଇଁ ପ୍ରସ୍ତୁତ ରହିଥିଲା। ବିମାନଟି ରନ୍‌ୱେରେ ମଧ୍ୟ ଗଡ଼ିବା ଆରମ୍ଭ କରିଥିଲା। କିନ୍ତୁ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟିକୁ ପାଇଲଟ୍‌ ଠାବ କରିବା ସହ ଏହାର ଉଡ଼ାଣକୁ ରନ୍‌ ୱେରୁ ହିଁ ବାତିଲ କରିବାକୁ କହିଥିଲେ।

ଫଳରେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ଗଡ଼କରୀ ଆଜି ଇଣ୍ଡିଗୋ ବିମାନ ୬ଇ ୬୩୬ରେ ନାଗପୁରରୁ ଦିଲ୍ଲୀ ଯିବାର ଥିଲା। ହେଲେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନର ଉଡ଼ାଣକୁ ରନ୍‌ ୱେରୁ ହିଁ ବାତିଲ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଯିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Related story