ପାହାଡ଼ ଚଟାଣରେ ପିଟି ହେଲା ହେଲିକପ୍ଟର, ୮ ମୃତ

ଜାକାର୍ତ୍ତା: ଇଣ୍ଡୋନେସିଆର ଏକ ପ୍ରମୁଖ ଦ୍ୱୀପରେ ଏକ ଜ୍ୱାଳାମୁଖୀ ନିକଟରେ ଫସି ଥିବା ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲିକପ୍ଟର ଥିବା ୮ ଜଣଙ୍କ ମୃତ୍ୟୁ ଘଟିଛି। ଦିଙ୍ଗ୍ ପଠାରରେ ପହଞ୍ଚିବାର ପ୍ରାୟ ୩ ମିନିଟ୍ ପୂର୍ବରୁ  ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ପାହାଡ଼ର ଚଟାଣରେ ପିଟି ହେବାରୁ ହେଲିକପ୍ଟରଟି ଦୁଘର୍ଟଣା ଗ୍ରସ୍ତ ହୋଇଛି। ଗତକାଲି ଏଠାରେ ଜ୍ୱାଳାମୁଖୀ ଫାଟିବାରୁ ପ୍ରାୟ ୧୦ ଜଣ ଲୋକ ଗୁରୁତର […]

accident

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 12:18 PM IST

ଜାକାର୍ତ୍ତା: ଇଣ୍ଡୋନେସିଆର ଏକ ପ୍ରମୁଖ ଦ୍ୱୀପରେ ଏକ ଜ୍ୱାଳାମୁଖୀ ନିକଟରେ ଫସି ଥିବା ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲିକପ୍ଟର ଥିବା ୮ ଜଣଙ୍କ ମୃତ୍ୟୁ ଘଟିଛି। ଦିଙ୍ଗ୍ ପଠାରରେ ପହଞ୍ଚିବାର ପ୍ରାୟ ୩ ମିନିଟ୍ ପୂର୍ବରୁ  ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ପାହାଡ଼ର ଚଟାଣରେ ପିଟି ହେବାରୁ ହେଲିକପ୍ଟରଟି ଦୁଘର୍ଟଣା ଗ୍ରସ୍ତ ହୋଇଛି।

ଗତକାଲି ଏଠାରେ ଜ୍ୱାଳାମୁଖୀ ଫାଟିବାରୁ ପ୍ରାୟ ୧୦ ଜଣ ଲୋକ ଗୁରୁତର ଆହତ ହୋଇଥିଲେ।

Related story