ଆଜି ନୌସେନାରେ ସାମିଲ ହେବ ଆଇଏନ୍ଏସ ଖାଣ୍ଡେରି

ନୂଆଦିଲ୍ଲୀ: ସୀମାପାର ହାମଲାକୁ ନେଇ ଭାରତର ଚିନ୍ତା ବଢ଼ୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ ସେନା ପକ୍ଷରୁ ପ୍ରସ୍ତୁତି ମଧ୍ୟ ବଢ଼ିବାରେ ଲାଗିଛି । ଏହି ପ୍ରୟାସରେ ଆଜି ଭାରତୀୟ ନୌସେନାରେ ସାମିଲ ହେବ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରି । ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ । ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି । ସେପ୍ଟେମ୍ବର ୧୯ରେ ଏହା ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ […]

khendey-1-1..

khendey-1-1..

Niharika Rout
  • Published: Saturday, 28 September 2019
  • Updated: 28 September 2019, 01:04 PM IST

Sports

Latest News

ନୂଆଦିଲ୍ଲୀ: ସୀମାପାର ହାମଲାକୁ ନେଇ ଭାରତର ଚିନ୍ତା ବଢ଼ୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ ସେନା ପକ୍ଷରୁ ପ୍ରସ୍ତୁତି ମଧ୍ୟ ବଢ଼ିବାରେ ଲାଗିଛି । ଏହି ପ୍ରୟାସରେ ଆଜି ଭାରତୀୟ ନୌସେନାରେ ସାମିଲ ହେବ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରି । ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ । ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି ।

ସେପ୍ଟେମ୍ବର ୧୯ରେ ଏହା ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ନୌସେନାରେ ସାମିଲ କରିବେ । ଖାଣ୍ଡେରି ଦେଶର ଅତ୍ୟାଧୁନିକ ଓ ସର୍ବୋତ୍କୃଷ୍ଟ ବୁଡ଼ାଜାହାଜ । ଫ୍ରାନ୍ସ ଜ୍ଞାନକୌଶଳରେ ମୁମ୍ବାଇରେ ନିର୍ମିତ ଏହି ଜାହାଜର ଓଜନ ୧୭ ଶହ ୭୫ ଟନ୍ । ୬୭.୫ ମିଟର ଲମ୍ବର ଏହି ବୁଡ଼ା ଜାହାଜରେ ୪ଟି ଡିଜେଲ୍ ଇଂଜିନ ଓ ୩୬୦ଟି ବ୍ୟାଟେରୀ ଖଞ୍ଜା ଯାଇଛି । ଏହା ୩୫୦ ମିଟର ଗଭୀରରେ ୫୦ ଦିନ ଯାଏ ରହିପାରିବ ।

ପାଣି ଭିତରେ ଘଣ୍ଟାପ୍ରତି ୩୭ କିଲୋମିଟର ବେଗରେ ଗତି କରିପାରିବ । ନିଜର କ୍ଷତି ହେବାକୁ ନ ଦେଇ ଶତ୍ରୁ ପକ୍ଷର କ୍ଷତି ପହଞ୍ଚାଇ ପାରି‍ବାର କ୍ଷମତା ଥିବାରୁ ଏହାକୁ ସାଇଲେଣ୍ଟ କିଲର ବୋଲି ଅଭିହିତ କରାଯାଇଛି ।  ଏହା ଭିତରେ ଲାଗିଥିବା ମ୍ୟାଗ୍ନେଟାଇଜଡ ପ୍ରପଲସନ ମୋଟର ଫଳରେ ଜାହାଜର ଶବ୍ଦ ବାହାରକୁ ଆସିବ ନାହିଁ । ଅର୍ଥାତ ଏହା ଗତି କରୁଥିବାର କୌଣସି ଶବ୍ଦ ବାହାରକୁ ଯିବ ନାହିଁ ଫଳରେ ଶତ୍ରୁ ପକ୍ଷ ଏହାର ଟେର ପାଇବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story