ଅନ୍ତର୍ଜାତୀୟ ଇ-ଟିକେଟ ରାକେଟର ପର୍ଦ୍ଦାଫାଶ, ଟେରର ଲିଙ୍କ୍ ସନ୍ଦେହ

ନୂଆଦିଲ୍ଲୀ: ରେଲଓ୍ୱେ ପ୍ରୋଟେକଶନ ଫୋର୍ସ (ଆରପିଏଫ) ମଙ୍ଗଳବାର ଏକ ଇ-ଟିକେଟିଂ ରାକେଟର ପର୍ଦ୍ଦାଫାଶ କରିଛି। ଏହି ରାକେଟର ଲିଙ୍କ୍ ଦୁବାଇ, ପାକିସ୍ତାନ ଏବଂ ବାଂଲାଦେଶ ସହିତ ରହିଛି। ଆରପିଏଏଫ ଡିଜି ଅରୁଣ କୁମାର ଏହା କହିଛନ୍ତି। ଏମିତିକି ଏହି ରାକେଟ ପଛରେ ଆତଙ୍କବାଦୀଙ୍କ ସଂପୃକ୍ତି ରହିଥିବା ଆଶଙ୍କା କରାଯାଉଛି। ରାକେଟ କିନ୍ତୁ ଦୁବାଇରୁ ପରିଚାଳନା ହେଉଥିବା ଜଣାପଡ଼ିଛି। ଏହି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିଭିନ୍ନ ଶାଖାକୁ ମିଶାଇ ମୋଟ […]

RPF DG E TICKET

RPF DG E TICKET

Subhransu Sekhar
  • Published: Tuesday, 21 January 2020
  • Updated: 21 January 2020, 05:24 PM IST

Sports

Latest News

ନୂଆଦିଲ୍ଲୀ: ରେଲଓ୍ୱେ ପ୍ରୋଟେକଶନ ଫୋର୍ସ (ଆରପିଏଫ) ମଙ୍ଗଳବାର ଏକ ଇ-ଟିକେଟିଂ ରାକେଟର ପର୍ଦ୍ଦାଫାଶ କରିଛି। ଏହି ରାକେଟର ଲିଙ୍କ୍ ଦୁବାଇ, ପାକିସ୍ତାନ ଏବଂ ବାଂଲାଦେଶ ସହିତ ରହିଛି। ଆରପିଏଏଫ ଡିଜି ଅରୁଣ କୁମାର ଏହା କହିଛନ୍ତି। ଏମିତିକି ଏହି ରାକେଟ ପଛରେ ଆତଙ୍କବାଦୀଙ୍କ ସଂପୃକ୍ତି ରହିଥିବା ଆଶଙ୍କା କରାଯାଉଛି। ରାକେଟ କିନ୍ତୁ ଦୁବାଇରୁ ପରିଚାଳନା ହେଉଥିବା ଜଣାପଡ଼ିଛି।
ଏହି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିଭିନ୍ନ ଶାଖାକୁ ମିଶାଇ ମୋଟ ୨,୪୦୦ଟି ଆକାଉଣ୍ଟ ରହିଥିବା ଜଣାପଡ଼ିଛି।

ଗିରଫ ହୋଇଥିବା ଅଭିଯୁକ୍ତ ଝାଡ଼ଖଣ୍ଡ ନିବାସୀ ଗୁଲାମ ମୁସ୍ତଫା। ତା’ପାଖରୁ ଆଇଆରସିଟିସିର ୫୬୩ଟି ଆଇଡି ମିଳିଛି। ଏହା ବ୍ୟତୀତ ଏସବିଆଇର ୨,୪୦୦ ଏବଂ ଆଞ୍ଚଳିକ ବ୍ୟାଙ୍କର ୬୦୦ଟି ଗ୍ରାମୀଣ ଶାଖାରେ ଆକାଉଣ୍ଟ ରହିଛି।

ଗିରଫ ଅଭିଯୁକ୍ତ ଗୁଲାମ ମୁସ୍ତଫା ପାଖରୁ ଆଇବି, ସ୍ପେଶାଲ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏନଆଇଏ ଏବଂ କର୍ଣ୍ଣାଟକ ପୁଲିସ ତଦନ୍ତ କରିସାରିଛି। ଏହି ରାକେଟର ମାଷ୍ଟର ମାଇଣ୍ଡ ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟର। ତା’ର ନାମ ହମିଦ ଅଶରଫ। ୨୦୧୯ରେ ଉତ୍ତର ପ୍ରଦେଶ ଗୋଣ୍ଡାର ଏକ ସ୍କୁଲରେ ହୋଇଥିବା ବୋମା ବିସ୍ଫୋରଣ ସେ ସାମିଲ୍ ଥିଲା। ଏବେ ସେ ଦୁବାଇରେ ରହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story