'ଲକ୍‌ଡାଉନ୍‌ ପାଇଁ ରୋଷେଇ ଗ୍ୟାସ ଯୋଗାଣ ପ୍ରଭାବିତ ହେବନି'

ନୂଆଦିଲ୍ଲୀ: ଲକ୍‌ଡାଉନକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅନେକ ଭୟରେ ଆଗୁଆ ରୋଷେଇ ଗ୍ୟାସ୍‌ ବୁକ୍‌ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ରୋଷେଇ ଗ୍ୟାସ୍‌ ଯୋଗାଣରେ କୌଣସି ବ୍ୟତିକ୍ରମ ହେବନି। ତେଣୁ ଲୋକେ ଆଗୁଆ ଗ୍ୟାସ୍‌ ବୁକ୍‌ ନ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। Sanjiv Singh, @ChairmanIOCL talks about ample stock of petroleum products. All IndianOil locations and touch points […]

lpg-cylinder

lpg-cylinder

Subhransu Sekhar
  • Published: Monday, 30 March 2020
  • Updated: 30 March 2020, 12:44 PM IST

Sports

Latest News

ନୂଆଦିଲ୍ଲୀ: ଲକ୍‌ଡାଉନକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅନେକ ଭୟରେ ଆଗୁଆ ରୋଷେଇ ଗ୍ୟାସ୍‌ ବୁକ୍‌ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ରୋଷେଇ ଗ୍ୟାସ୍‌ ଯୋଗାଣରେ କୌଣସି ବ୍ୟତିକ୍ରମ ହେବନି। ତେଣୁ ଲୋକେ ଆଗୁଆ ଗ୍ୟାସ୍‌ ବୁକ୍‌ ନ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି।

https://twitter.com/IndianOilcl/status/1244179178217304064

କମ୍ପାନୀ ପକ୍ଷରୁ କୁହାଯାଇଛି, ୧୫ ଦିନ ମଧ୍ୟରେ ରୋଷେଇ ଗ୍ୟାସ ବୁକିଂ କରିପାରିବେ। ଏକ ଭିଡିଓ କ୍ଲିପ୍‌ରେ IOC ( ଇଣ୍ଡିଆନ ଅଏଲ କର୍ପୋରେସନ) ର ଅଧ୍ୟକ୍ଷ ସଞ୍ଜୀବ ସିଂ ଆ଼ଶ୍ୱାସନା ଦେଇ କହିଛନ୍ତି, ପେଟ୍ରୋଲ, ଡିଜେଲ କମ୍ବା ରୋଷେଇ ଗ୍ୟାସ୍‌କୁ ନେଇ କୌଣସି ସମସ୍ୟା ନାହିଁ। ବିଶେଷ କରି ଦେଶରେ ରୋଷେଇ ଗ୍ୟାସ୍‌ର ଅଭାବ ନାହିଁ। ସେଥିନେଇ ନିଶ୍ଚିନ୍ତ ରୁହନ୍ତୁ। ଗ୍ରାହକଙ୍କୁ ଭୟରେ ବୁକିଂ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଆମର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story