କୋଲକାତା: ୨୦୧୬ ମସିହାର ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଆଇପିଏସ୍ ଅଧିକାରୀ ଏସ୍ଏମ୍ଏଚ୍ ମିର୍ଜାଙ୍କୁ ଗିରଫ କରିଛି ସିବିଆଇ। ପଶ୍ଚିମବଙ୍ଗ ଆଇପିଏସ୍ ଅଧିକାରୀ ଏହି ଷ୍ଟିଙ୍ଗ ଅପରେସନ୍ ମାମଲାରେ ଗିରଫ ହୋଇଥିବା ପ୍ରଥମ ବ୍ୟକ୍ତି। ଏହି ଷ୍ଟିଙ୍ଗ ଅପରେସନ୍ ଯୋଗେ ଅଭିଯୋଗ ଆସିଥିଲା, ତୃଣମୂଳ କଂଗ୍ରେସର ନେତା ଏବଂ ଅନ୍ୟ କିଛି ବ୍ୟକ୍ତି ଲାଞ୍ଚ ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍ଏମ୍ଏଚ୍ ମିର୍ଜାଙ୍କୁ ସିବିଆଇ ପଚରାଉଚରା କରିବା ସମୟରେ ତାଙ୍କ ଉତ୍ତରରେ ସିବିଆଇ ସନ୍ତୁଷ୍ଟ ହୋଇନଥିଲା। ସେ ଟଙ୍କା ନେଇଥିବା ନେଇ କିଛି ଉତ୍ତର ରଖିନଥିଲେ। ଏହି ଟଙ୍କା କାରବାରରେ ମିର୍ଜା ସଂଶ୍ଲିଷ୍ଟ ଥିବା ସାକ୍ଷୀ ଓ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏବଂ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ନାରଦା ନ୍ୟୁଜ୍ର ସିଇଓ ମାଥ୍ୟୁ ସାମୁଏଲ୍ସ ମଧ୍ୟ ମିର୍ଜାଙ୍କ ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏହି ଷ୍ଟିଙ୍ଗ ଅପରେସନ୍ ୨୦୧୪ ମସିହାରେ କରାଯାଇଥିଲା ଏବଂ ୨୦୧୬ ମସିହାରେ ଭିଡିଓ ସାମ୍ନାକୁ ଆସିଥିଲା। କିଛି ତୃଣମୂଳ କଂଗ୍ରେସ ନେତା ମଧ୍ୟ ଏହି ମାମଲାରେ ସିବିଆଇ ସ୍କାନର୍ରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।
National
୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
Politics
ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ
ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।
National
ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ
ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା।