ନାରଦା ଷ୍ଟିଙ୍ଗ ଅପରେସନ୍‌ ମାମଲାରେ ବନ୍ଧାହେଲେ ଆଇପିଏସ୍‌ ମିର୍ଜା

କୋଲକାତା: ୨୦୧୬ ମସିହାର ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଆଇପିଏସ୍ ଅଧିକାରୀ ଏସ୍ଏମ୍ଏଚ୍ ମିର୍ଜାଙ୍କୁ ଗିରଫ କରିଛି ସିବିଆଇ। ପଶ୍ଚିମବଙ୍ଗ ଆଇପିଏସ୍ ଅଧିକାରୀ ଏହି ଷ୍ଟିଙ୍ଗ ଅପରେସନ୍ ମାମଲାରେ ଗିରଫ ହୋଇଥିବା ପ୍ରଥମ ବ୍ୟକ୍ତି। ଏହି ଷ୍ଟିଙ୍ଗ ଅପରେସନ୍ ଯୋଗେ ଅଭିଯୋଗ ଆସିଥିଲା, ତୃଣମୂଳ କଂଗ୍ରେସର ନେତା ଏବଂ ଅନ୍ୟ କିଛି ବ୍ୟକ୍ତି ଲାଞ୍ଚ ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ଏମ୍‌ଏଚ୍‌ ମିର୍ଜାଙ୍କୁ ସିବିଆଇ ପଚରାଉଚରା କରିବା ସମୟରେ ତାଙ୍କ ଉତ୍ତରରେ ସିବିଆଇ ସନ୍ତୁଷ୍ଟ […]

cbi

cbi

Subrat Kumar Nayak
  • Published: Thursday, 26 September 2019
  • Updated: 26 September 2019, 04:24 PM IST

Sports

Latest News

କୋଲକାତା: ୨୦୧୬ ମସିହାର ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଆଇପିଏସ୍ ଅଧିକାରୀ ଏସ୍ଏମ୍ଏଚ୍ ମିର୍ଜାଙ୍କୁ ଗିରଫ କରିଛି ସିବିଆଇ। ପଶ୍ଚିମବଙ୍ଗ ଆଇପିଏସ୍ ଅଧିକାରୀ ଏହି ଷ୍ଟିଙ୍ଗ ଅପରେସନ୍ ମାମଲାରେ ଗିରଫ ହୋଇଥିବା ପ୍ରଥମ ବ୍ୟକ୍ତି। ଏହି ଷ୍ଟିଙ୍ଗ ଅପରେସନ୍ ଯୋଗେ ଅଭିଯୋଗ ଆସିଥିଲା, ତୃଣମୂଳ କଂଗ୍ରେସର ନେତା ଏବଂ ଅନ୍ୟ କିଛି ବ୍ୟକ୍ତି ଲାଞ୍ଚ ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ଏମ୍‌ଏଚ୍‌ ମିର୍ଜାଙ୍କୁ ସିବିଆଇ ପଚରାଉଚରା କରିବା ସମୟରେ ତାଙ୍କ ଉତ୍ତରରେ ସିବିଆଇ ସନ୍ତୁଷ୍ଟ ହୋଇନଥିଲା। ସେ ଟଙ୍କା ନେଇଥିବା ନେଇ କିଛି ଉତ୍ତର ରଖିନଥିଲେ। ଏହି ଟଙ୍କା କାରବାରରେ ମିର୍ଜା ସଂଶ୍ଲିଷ୍ଟ ଥିବା ସାକ୍ଷୀ ଓ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏବଂ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ନାରଦା ନ୍ୟୁଜ୍‌ର ସିଇଓ ମାଥ୍ୟୁ ସାମୁଏଲ୍ସ ମଧ୍ୟ ମିର୍ଜାଙ୍କ ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏହି ଷ୍ଟିଙ୍ଗ ଅପରେସନ୍‌ ୨୦୧୪ ମସିହାରେ କରାଯାଇଥିଲା ଏବଂ ୨୦୧୬ ମସିହାରେ ଭିଡିଓ ସାମ୍ନାକୁ ଆସିଥିଲା। କିଛି ତୃଣମୂଳ କଂଗ୍ରେସ ନେତା ମଧ୍ୟ ଏହି ମାମଲାରେ ସିବିଆଇ ସ୍କାନର୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story