ଇରାକ: କାର୍ ବୋମା ବିସ୍ଫୋରଣରେ ୧୮ ମୃତ, ୪୩ ଆହତ

ବାଗଦାଦ: ଇରାକର ନ୍ୟୁ-ବାଗଦାଦ୍ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ବୋମା ବିସ୍ଫୋରଣ ଘଟି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୩ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏ ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ ବା ଆଇଏସ୍ ନିଜକୁ ଦାୟୀ କରିଛି। କାରଣ ଆଇଏସ୍ ସାରା ଦେଶରେ ସିଆ ମୁସଲିମଙ୍କ ଉପରେ ଆକ୍ରମଣ କରି ଆସୁଛି। ନ୍ୟୁ-ବାଗଦାଦରେ ମଧ୍ୟ ସିଆ ମୁସଲିମ୍ ବହୁଳ ଅଞ୍ଚଳ।

 

ଆହୁରି ପଢ଼ନ୍ତୁ

ରେକର୍ଡ ସଂଖ୍ୟକ ପଜିଟିଭ ସହ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର

ନୀତୀଶ କୁମାରଙ୍କ ପାଖରେ ବସିଥିବା ନେତାଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାବ ସଂଗ୍ରହ

ମୋ ପୁଅକୁ ପୁଲିସ୍‌ ଗୁଳି କରିଦେଉ: ବିକାଶର ମା’

ଅପରାଧୀ ବିକାଶ ଦୁବେର ଘରକୁ ମାଟିରେ ମିଶାଇଲା ପ୍ରଶାସନ, ବ୍ୟବହାର କଲା ସେଇ ଜେସିବି

ଆତ୍ମହତ୍ୟାର ୨୦ ଦିନ ପରେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ସାଥୀ କଳାକାର

ଅଗଷ୍ଟ ୧୫ ସୁଦ୍ଧା କରୋନା ଟିକା କେମିତି ବାହାରିବ? ସ୍ପଷ୍ଟୀକରଣ ରଖିଲା ଆଇସିଏମଆର

ଲକଡାଉନ ଯୋଗୁ ମୋବାଇଲ ଭଳି ଡିଭାଇସ ନିଶାରେ ୬୫% ପିଲା

ଜାମିନ୍‌ ପାଇଁ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଲେ ଦୁଇ ଅଭିଯୁକ୍ତ

ପୁଣି ଆକାଶରୁ ଖସିଲା ମୃତ୍ୟୁ, ୧୮ ଜଣଙ୍କ ଜୀବନ ଗଲା

‘ମୋ ମା’କୁ ବଞ୍ଚାଇ ଦିଅ’ ହସ୍ପିଟାଲ ବାହାରେ ପୁଅର ଡାକ କେହି ବି ଶୁଣିଲେନି, ଭିଡିଓ ଭାଇରାଲ

ଏନକାଉଣ୍ଟରରେ ଆତଙ୍କୀ ନିହତ, ୩ ଯବାନ ଗୁରୁତର

ଏୟାରପୋର୍ଟରୁ ଧରା ପଡ଼ିଲା ୧୬ କୋଟି ଟଙ୍କାର ସୁନା