କ’ଣ ସତରେ ଆତଙ୍କୀ କ୍ୟାମ୍ପ ବନ୍ଦ କରିଛି ପାକ୍‌

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଏବେ ସମଗ୍ର ବିଶ୍ୱର ନଜର ପାକିସ୍ତନ ଉପରେ ରହିଛି। ଏହି ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ବନ୍ଦ କରୁଥିବା ସମଗ୍ର ବିଶ୍ୱକୁ ଜଣାଇବାକୁ ଚେଷ୍ଟା କରୁଛି। ଆତଙ୍କୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନ ଏବେ ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକ ବନ୍ଦ କରୁଥିବା ଦାବି କରୁଛି। କିନ୍ତୁ ଭାରତ ସରକାର ପାକିସ୍ତାନର ଏକଥା ବିଶ୍ୱାସକୁ ନେଉନାହାନ୍ତି। ପାକିସ୍ତାନର ଦେଖାଇବା ଦାନ୍ତ […]

bpin

bpin

Hemant Lenka
  • Published: Monday, 10 June 2019
  • Updated: 10 June 2019, 05:16 PM IST

Sports

Latest News

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଏବେ ସମଗ୍ର ବିଶ୍ୱର ନଜର ପାକିସ୍ତନ ଉପରେ ରହିଛି। ଏହି ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ବନ୍ଦ କରୁଥିବା ସମଗ୍ର ବିଶ୍ୱକୁ ଜଣାଇବାକୁ ଚେଷ୍ଟା କରୁଛି। ଆତଙ୍କୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନ ଏବେ ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକ ବନ୍ଦ କରୁଥିବା ଦାବି କରୁଛି। କିନ୍ତୁ ଭାରତ ସରକାର ପାକିସ୍ତାନର ଏକଥା ବିଶ୍ୱାସକୁ ନେଉନାହାନ୍ତି। ପାକିସ୍ତାନର ଦେଖାଇବା ଦାନ୍ତ ଓ ଖାଇବା ଦାନ୍ତ ଅଲଗା ଅଲଗା ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ବିପନ ରାୱତ କହିଛନ୍ତି।

ସେ କହିଛନ୍ତି, “ପାକିସ୍ତାନ କହୁଛି ଯେ ସେମାନେ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ବନ୍ଦ କରୁଛନ୍ତି। ହେଲେ ଏଥିରେ କେତେ ସତ୍ୟତା ରହିଛି? ଆମେ ଏହାକୁ କେମିତି ବିଶ୍ୱାସ କରିବୁ? ପାକିସ୍ତାନ ଏପରି କଥା କହୁଥିଲେ ହେଁ ସୀମା ଉପରେ ଆମେ ପୂର୍ବଭଳି ନଜର ରଖିଛୁ। ଆଗକୁ ମଧ୍ୟ ଏହା ଜାରି ରହିବ। ଆତଙ୍କୀ କ୍ୟାମ୍ପ ବନ୍ଦ ହେଉଛି ବୋଲି ଜାଣିବା ଆମ ପାଖରେ ସମ୍ଭବ ନୁହେଁ। ପିଓକେରେ ଗୋଟିଏ ଦୁଇଟି ଆତଙ୍କୀ କ୍ୟାମ୍ପ ନାହିଁ। ଶହଶହ କ୍ୟାମ୍ପ ରହିଛି। ଏହି କ୍ୟାମ୍ପରୁ ଆତଙ୍କୀମାନେ ଜମ୍ମୁ-କଶ୍ମୀରରେ ହିଂସା ଘଟାଇବାକୁ ଆସିଥାଆନ୍ତି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାକିସ୍ତାନ ପୂର୍ବରୁ କହୁଥିଲା ଯେ ଇସ୍‌ଲାମାବାଦରେ କୌଣସି ପ୍ରକାରର ଆତଙ୍କୀ କାର୍ଯ୍ୟକଳାପ ଚାଲୁନାହିଁ। ଏପରି କି ପିଓକେରେ କୌଣସି ଆତଙ୍କୀ କ୍ୟାମ୍ପ ନାହିଁ। କିନ୍ତୁ ଭାରତ ଓ ଆମେରିକା ବାରମ୍ବାର ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବାରୁ ଏବେ ଇସ୍‌ଲାମାବାଦ ଆତଙ୍କୀ କ୍ୟାମ୍ପ ବନ୍ଦ କରୁଥିବା କଥା କହିଛି। ତେଣୁ ଏପରି ସ୍ଥିତିରେ ପାକିସ୍ତାନ କଥାକୁ କେମିତି ବିଶ୍ୱାସ କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିବା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story