ଇଟାଲୀରେ ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା କମିଲା

ରୋମ: ପୁଣିଥରେ ଇଟାଲୀରେ ମହାମାରୀ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ରବିବାର କରୋନା ଯୋଗୁ ଦେଶରେ ୭୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ୮୧୨ ଜଣ ଆଖି ବୁଜିଛନ୍ତି। ତେବେ ମାର୍ଚ୍ଚ ୧୭ ତାରିଖ ପରଠାରୁ ଦେଶରେ ହୁହୁ ହୋଇ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୪୦୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର ହୋଇଯାଇଛି। ରବିବାର […]

u

u

Hemant Lenka
  • Published: Tuesday, 31 March 2020
  • Updated: 31 March 2020, 03:20 PM IST

Sports

Latest News

ରୋମ: ପୁଣିଥରେ ଇଟାଲୀରେ ମହାମାରୀ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ରବିବାର କରୋନା ଯୋଗୁ ଦେଶରେ ୭୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ୮୧୨ ଜଣ ଆଖି ବୁଜିଛନ୍ତି। ତେବେ ମାର୍ଚ୍ଚ ୧୭ ତାରିଖ ପରଠାରୁ ଦେଶରେ ହୁହୁ ହୋଇ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୪୦୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର ହୋଇଯାଇଛି। ରବିବାର ୫୨୧୭, ଶନିବାର ୫୯୭୪ ଓ ଶୁକ୍ରବାର ଦେଶରେ ୫୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଗତ ୨୪ ଘଣ୍ଟାର ରିପୋର୍ଟକୁ ବିଚାରକୁ ନେଲେ, ଇଟାଲୀରେ ୮୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧,୫୯୧ ଛୁଇଁଛି। ଶୁକ୍ରବାର ଦେଶରେ ସର୍ବାଧିକ ୯୧୯ ଜଣଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ୪୦୫୦ ଜଣ ନୂଆ ରୋଗୀ ସାମ୍ନାକୁ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୭୩୯ରେ ପହଞ୍ଚି ଯାଇଛି। ପୂର୍ବରୁ ୧୩,୦୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଗତକାଲି ରାତି ସୁଦ୍ଧା ଏହା ୧୪,୬୨୦ ହୋଇଯାଇଛି। ୨୪ ଘଣ୍ଟାରେ ୧୫୯୦ ଜଣ ଲୋକ ସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story