ତାମିଲନାଡୁ ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଶରୀରରେ ଜଳୀୟ ଅଂଶ  ହ୍ରାସ ଓ ଜ୍ୱର ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ୬୮ ବର୍ଷୀୟା ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଅସୁସ୍ଥତା କାରଣରୁ ଜୟଲଳିତା ଅନେକ ସମୟରେ ଘରେ ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ। କେବଳ ଅଧାଘଣ୍ଟାଏ ପାଇଁ ଅଫିସ୍‌ […]

jaya

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 11:00 AM IST

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଶରୀରରେ ଜଳୀୟ ଅଂଶ  ହ୍ରାସ ଓ ଜ୍ୱର ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ୬୮ ବର୍ଷୀୟା ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ଅସୁସ୍ଥତା କାରଣରୁ ଜୟଲଳିତା ଅନେକ ସମୟରେ ଘରେ ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ। କେବଳ ଅଧାଘଣ୍ଟାଏ ପାଇଁ ଅଫିସ୍‌ ଯାଇ ଘରକୁ ଫେରି ଆସୁଥିଲେ।

Related story