ସେ ଏମିତି ଭଗବାନ : ଭକ୍ତ ଭେଟିଦେଲେ କୋଟିଏ ଟଙ୍କାର ହୀରାର ମୁକୁଟ, ଦେଖନ୍ତୁ ଭିଡିଓ

ସୁରଟ: ହୀରାର ସହର ସୁରଟରେ ଭଗବାନଙ୍କୁ ଭବ୍ୟ ଉପହାର ଅର୍ପଣ କରିଛନ୍ତି ଭକ୍ତଗଣ। ଭକ୍ତମାନେ ନିଜ ଶକ୍ତି ମୁତାବକ ଅର୍ଥ ଓ ଆଭୂଷଣ ଦେଇ ଏକ କୋଟି ଟଙ୍କାର ହୀରା ଓ କୁଣ୍ଡଳ ଦାନ କରିଛନ୍ତି । ଭଗବାନଙ୍କ ପ୍ରତି ଏହା ସେମାନଙ୍କ ପ୍ରେମ ଓ ଆସ୍ଥା ବୋଲି କହିଛନ୍ତି । ଭକ୍ତମାନେ ଭଗବାନଙ୍କୁ ହୀରା ଓ ସୁନାଖଚିତ ମୁକୁଟ ସହ ନିଜ ପ୍ରିୟ ଠାକୁରଙ୍କୁ ଦେଇଛନ୍ତି କୁଣ୍ଡଳ। ଗୁଜରାଟ ସୁରଟର କଳାକୁଞ୍ଜ  ସ୍ୱାମୀ ନାରାୟଣ ମନ୍ଦିରରେ ଘନଶ୍ୟାମ ମହାରାଜାଙ୍କୁ ଏହି ଭେଟି ଦେଇଛନ୍ତି ଭକ୍ତଗଣ।

୨୦୫ କ୍ୟାରେଟର ୧୧ ହଜାର ଖଣ୍ଡ ହୀରାକୁ ନେଇ ମୁକୁଟଟି ତିଆରି ହୋଇଛି ଏହି ମୁକୁଟ । କୁଣ୍ଡଳର ଓଜନ ୧୨୫୦ କିଲୋଗ୍ରାମ ରହିଛି। ମୁକୁଟରେ ୨ଟି ହାତୀ ଓ ୯ଟି ମୟୂର ଆକୃତିର ଡିଜାଇନ୍ ହୋଇଛି।  ଏହାର ଦାମ୍ ୧ କୋଟିରୁ ଅଧିକ ହେବ।  ଦୀପାବଳି ଦିନ ପ୍ରଭୁଙ୍କୁ ଏହା ପିନ୍ଧାଇ ଆଲୋକର ପର୍ବ ପାଳନ କରାଯାଇଥିଲା। ଭଗବାନଙ୍କୁ ଏହି ଭବ୍ୟ ଉପହାର ଦେବା ପାଇଁ ଭକ୍ତମାନେ ନିଜ ଶକ୍ତି ମୁତାବକ ଦାନ କରିଥିଲେ। କିଏ ୧୦ ଟଙ୍କା ତ କିଏ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଦେଇଥିଲା।

ଆଉ କିଏ କିଏ ହୀରା ବି ଦାନ କରିଥିଲେ। ତେବେ ଦାନର ପରିମାଣ କୋଟିଏ ଟଙ୍କା ପର୍ଯ୍ୟନ୍ତ ଯିବ ବୋଲି କେହି ବି ଭାବି ନ ଥିଲେ।  ଜିଏସଟି ଯୋଗୁଁ ଚାଲିଥିବା ମାନ୍ଦାବସ୍ଥା ସତ୍ୱେ ଦାନର ପରିମାଣ ଭକ୍ତଙ୍କୁ ଉତ୍ସାହିତ କରିଛି।

Ordigital Desk
• Published: Monday, 23 October 2017
• Updated: 23 October 2017, 08:05 PM IST

Sports

Latest News

ସୁରଟ: ହୀରାର ସହର ସୁରଟରେ ଭଗବାନଙ୍କୁ ଭବ୍ୟ ଉପହାର ଅର୍ପଣ କରିଛନ୍ତି ଭକ୍ତଗଣ। ଭକ୍ତମାନେ ନିଜ ଶକ୍ତି ମୁତାବକ ଅର୍ଥ ଓ ଆଭୂଷଣ ଦେଇ ଏକ କୋଟି ଟଙ୍କାର ହୀରା ଓ କୁଣ୍ଡଳ ଦାନ କରିଛନ୍ତି । ଭଗବାନଙ୍କ ପ୍ରତି ଏହା ସେମାନଙ୍କ ପ୍ରେମ ଓ ଆସ୍ଥା ବୋଲି କହିଛନ୍ତି । ଭକ୍ତମାନେ ଭଗବାନଙ୍କୁ ହୀରା ଓ ସୁନାଖଚିତ ମୁକୁଟ ସହ ନିଜ ପ୍ରିୟ ଠାକୁରଙ୍କୁ ଦେଇଛନ୍ତି କୁଣ୍ଡଳ। ଗୁଜରାଟ ସୁରଟର କଳାକୁଞ୍ଜ  ସ୍ୱାମୀ ନାରାୟଣ ମନ୍ଦିରରେ ଘନଶ୍ୟାମ ମହାରାଜାଙ୍କୁ ଏହି ଭେଟି ଦେଇଛନ୍ତି ଭକ୍ତଗଣ।

୨୦୫ କ୍ୟାରେଟର ୧୧ ହଜାର ଖଣ୍ଡ ହୀରାକୁ ନେଇ ମୁକୁଟଟି ତିଆରି ହୋଇଛି ଏହି ମୁକୁଟ । କୁଣ୍ଡଳର ଓଜନ ୧୨୫୦ କିଲୋଗ୍ରାମ ରହିଛି। ମୁକୁଟରେ ୨ଟି ହାତୀ ଓ ୯ଟି ମୟୂର ଆକୃତିର ଡିଜାଇନ୍ ହୋଇଛି।  ଏହାର ଦାମ୍ ୧ କୋଟିରୁ ଅଧିକ ହେବ।  ଦୀପାବଳି ଦିନ ପ୍ରଭୁଙ୍କୁ ଏହା ପିନ୍ଧାଇ ଆଲୋକର ପର୍ବ ପାଳନ କରାଯାଇଥିଲା। ଭଗବାନଙ୍କୁ ଏହି ଭବ୍ୟ ଉପହାର ଦେବା ପାଇଁ ଭକ୍ତମାନେ ନିଜ ଶକ୍ତି ମୁତାବକ ଦାନ କରିଥିଲେ। କିଏ ୧୦ ଟଙ୍କା ତ କିଏ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଦେଇଥିଲା।

ଆଉ କିଏ କିଏ ହୀରା ବି ଦାନ କରିଥିଲେ। ତେବେ ଦାନର ପରିମାଣ କୋଟିଏ ଟଙ୍କା ପର୍ଯ୍ୟନ୍ତ ଯିବ ବୋଲି କେହି ବି ଭାବି ନ ଥିଲେ।  ଜିଏସଟି ଯୋଗୁଁ ଚାଲିଥିବା ମାନ୍ଦାବସ୍ଥା ସତ୍ୱେ ଦାନର ପରିମାଣ ଭକ୍ତଙ୍କୁ ଉତ୍ସାହିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos