କାନ୍ଥ ଭୁଶୁଡ଼ି ୫ ମୃତ

ଝାନ୍‌ସି: ଉତ୍ତରପ୍ରଦେଶର ଝାନ୍‌ସିଠାରେ ଏକ ପଥର କ୍ରଶିଂ ସାଇଟ୍‌ରେ କାନ୍ଥ ଭୁଶୁଡ଼ି ପଡ଼ିବା କାରଣରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୭ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। କୌଣସି ପିଲାର ସପୋର୍ଟ ନଥିବା କାନ୍ଥ ଉପରେ ଏହି ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ କାନ୍ଥ ଭୁଶୁଡ଼ିଯିବାରୁ ଏହା ଶ୍ରମିକମାନଙ୍କ ଉପରେ ମାଡ଼ି ବସିଥିଲା। ଆହତମାନଙ୍କୁ ତୁରନ୍ତ ଝାନ୍‌ସିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ବରୁଆସାଗର […]

wall

wall

Subrat Kumar Nayak
  • Published: Saturday, 04 January 2020
  • Updated: 04 January 2020, 05:00 PM IST

Sports

Latest News

ଝାନ୍‌ସି: ଉତ୍ତରପ୍ରଦେଶର ଝାନ୍‌ସିଠାରେ ଏକ ପଥର କ୍ରଶିଂ ସାଇଟ୍‌ରେ କାନ୍ଥ ଭୁଶୁଡ଼ି ପଡ଼ିବା କାରଣରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୭ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି।

କୌଣସି ପିଲାର ସପୋର୍ଟ ନଥିବା କାନ୍ଥ ଉପରେ ଏହି ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ କାନ୍ଥ ଭୁଶୁଡ଼ିଯିବାରୁ ଏହା ଶ୍ରମିକମାନଙ୍କ ଉପରେ ମାଡ଼ି ବସିଥିଲା।

ଆହତମାନଙ୍କୁ ତୁରନ୍ତ ଝାନ୍‌ସିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ବରୁଆସାଗର ଥାନା ଅଧୀନରେ ଥିବା ପ୍ରାଟାପୁରା ଅଞ୍ଚଳରେ ଘଟିଥିଲା। କିଏ ଏଭଳି ସ୍ଥିତିରେ କାମ କରିବାକୁ ଅନୁମତି ଦେଇଥିଲା ଏବଂ ବର୍ତ୍ତମାନ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ବର୍ତ୍ତମାନ ପ୍ରଶ୍ନ ଉଠିଛି। ତେବେ ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story