ଝାଡ଼ଖଣ୍ଡରେ ବିଦାୟ ପଥରେ ବିଜେପି !

ରାଞ୍ଚି: ମହାରାଷ୍ଟ୍ରରେ କ୍ଷମତାରୁ ଗାଦିଚ୍ୟୁଚ ହେବା ପରେ ଏବେ ଝାଡ଼ଖଣ୍ଡରୁ ବିଜେପି ଗାଦିଚ୍ୟୁତ ହେବ ବୋଲି ଭୋଟ ଗଣତି ଫଳାଫଳରୁ ସଂକେତ ମିଳୁଛି। ୮୧ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ମହାମେଣ୍ଟ ସରକାର ଗଢ଼ିବେ ବୋଲି ଭୋଟ ଗଣତି ରିପୋର୍ଟରୁ ଆକଳନ ହୋଇଛି। ଏହି ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୨୮ଟି ଆସନରେ ଆଗୁଆ ରହିଛି। ନିଜେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ଜାମସେଦପୁର ବିଧାନସଭା […]

JHARKHAND BJP

JHARKHAND BJP

Subhransu Sekhar
  • Published: Monday, 23 December 2019
  • Updated: 23 December 2019, 04:09 PM IST

ରାଞ୍ଚି: ମହାରାଷ୍ଟ୍ରରେ କ୍ଷମତାରୁ ଗାଦିଚ୍ୟୁଚ ହେବା ପରେ ଏବେ ଝାଡ଼ଖଣ୍ଡରୁ ବିଜେପି ଗାଦିଚ୍ୟୁତ ହେବ ବୋଲି ଭୋଟ ଗଣତି ଫଳାଫଳରୁ ସଂକେତ ମିଳୁଛି। ୮୧ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ମହାମେଣ୍ଟ ସରକାର ଗଢ଼ିବେ ବୋଲି ଭୋଟ ଗଣତି ରିପୋର୍ଟରୁ ଆକଳନ ହୋଇଛି। ଏହି ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୨୮ଟି ଆସନରେ ଆଗୁଆ ରହିଛି। ନିଜେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ଜାମସେଦପୁର ବିଧାନସଭା ଆସନରେ ପ୍ରତିପକ୍ଷ ପ୍ରାର୍ଥୀ ସର୍ଯ୍ୟୁ ରାୟଙ୍କ ପାଖରୁ ଭୋଟ ଗଣତି ବେଳେ ପଛରେ ଚାଲିଥିବା ଦେଖିବାକୁ ମିଳିଛି।

୮୧ ବିଧାନସଭା ଆସନରୁ ବିଜେପି ୨୮, ଜେଏମଏମ ୨୬, କଂଗ୍ରେସ ୧୧, ଆରଜେଡି ୫, ଜେଭିଏମ(ପି) ୪ ଏବଂ ଏଜେଏସୟୁପି ୩ଟି, ଏନସପି ୧, ବହୁଜନ ସମାଜ ପାର୍ଟି ୧, ସିପିଆଇ ଏମ୍ ୧, ସ୍ୱାଧୀନ ପ୍ରାର୍ଥୀ ୧ ଆସନରେ ଆଗୁଆ ରହିଛନ୍ତି। ବିଜେପି ୩୪ ପ୍ରତିଶତ ଭୋଟ୍ ପାଇଛି। ଯାହାକି ସର୍ବାଧିକ। ୨୦୧୪ରେ ବିଜେପି ଏଠାରେ ୩୭ଟି ଆସନ ଏକାକୀ ଜିତି ଏଜେଏସୟୁ ସହ ମେଣ୍ଟ କରି ସରକାର ଗଢ଼ିଥିଲା।

ଏକଜିଟ ପୋଲ ମଧ୍ୟ ରିପୋର୍ଟରେ ଦର୍ଶାଇଥିଲା ବିଜେପି ଝାଡ଼ଖଣ୍ଡରୁ ଗାଦିଚ୍ୟୁତ ହେବ। ତେବେ ବିଜେପି ଏଠାରେ ହାରିବା ପଛର କାରଣ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ କାର୍ଯ୍ୟକାଳକୁ ଲୋକମାନେ ନାପସନ୍ଦ କରିଛନ୍ତି। ଏହାବ୍ୟତୀତ ସେ ଜଣେ ଅଣ ଆଦିବାସୀ ନେତା ହୋଇଥିବାରୁ ରାଜନୀତିକ ଗଣିତ ବଦଳିଛି। ଜେଏମଏଏମ ସୁପ୍ରିମୋ ତଥା ଆଦିବାସୀ ନେତା ହେମନ୍ତ ସୋରେନ ହୋଇଥିବାରୁ ଲୋକମାନେ ତାଙ୍କ ଦଳ ମେଣ୍ଟକୁ ଭୋଟ ଦେଇଛନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୪ରେ ଏଠାରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା। ଫଳାଫଳ ପ୍ରକାଶ ପାଇବା ପରେ ରଘୁବର ଦାସଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story