ଜେଏନୟୁ ବିବାଦ: ମୋଦିଙ୍କୁ ଭେଟିଲେ ଅମିତ ଶାହ ଓ ଅନ୍ୟ ବରିଷ୍ଠ ନେତା

ନୂଆଦିଲ୍ଲୀ: ଜବାହାର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ଜୋର ଧରି ଥିବା ବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକରେ ଅମିତ ଶାହଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ଜେଏନ୍‌ୟୁ ବିବାଦ ପରିପ୍ରେକ୍ଷୀରେ […]

modi

modi

Rakesh Mallick
  • Published: Monday, 15 February 2016
  • Updated: 15 February 2016, 11:54 AM IST

Sports

Latest News

modiନୂଆଦିଲ୍ଲୀ: ଜବାହାର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ଜୋର ଧରି ଥିବା ବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକରେ ଅମିତ ଶାହଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ଜେଏନ୍‌ୟୁ ବିବାଦ ପରିପ୍ରେକ୍ଷୀରେ ଦେଶର ରଜନୈତିକ ସ୍ଥିତି ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

ତେବେ ବିଜେପି ପକ୍ଷରୁ କୁହାଯାଇଛି ଯେ ଏହି ବୈଠକର ଜେଏନ୍‌ୟୁ ବିବାଦ ସହିତ ସିଧାସଳଖ ସଂପର୍କ ନାହିଁ। ଏହା କେବଳ ଏକ ସଂଯୋଗ ମାତ୍ର। ଏହି ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିରେ ଜେଏନ୍‌ୟୁ ପ୍ରସଙ୍ଗ ବି ଅନ୍ତର୍ଭୁକ୍ତ ଥିଲା। ତା’ସହିତ ଆଗାମୀ ବିଧାନସଭା ନିର୍ବାଚନ ଓ ସଂସଦର ବଜେଟ୍ ଅଧିବେଶନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ଜେଏନ୍‌ୟୁ ପରିସରରେ କିଛି ଛାତ୍ରଛାତ୍ରୀ ସଂସଦ ଆକ୍ରମଣ କରି ଫାଶୀ ଦଣ୍ଡ ପାଇଥିବା ଅଫଜଲ ଗୁରୁ ସମର୍ଥନରେ ଓ ଦେଶ ବିରୋଧରେ ନାରାବାଜି କରିଥିଲେ। ଏହା ପରେ ପୋଲିସ୍ ପକ୍ଷଣୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଭୟ କଂଗ୍ରେସ୍ ଓ ବାମ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ଅନ୍ୟପକ୍ଷରେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ୍ ପୂରା ଠିକ୍ ବୋଲି ଯୁକ୍ତି କରିଛନ୍ତି କେନ୍ଦ୍ର ସରାକାର। ଏହାକୁ ନେଇ ଟଣାଓଟରା ଚାଲିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିରୋଧୀ ଦଳଗୁଡ଼ିକ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ୍ ସୟିଦର ଭାଷା କହୁଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଜେଏନ୍‌ୟୁରେ ଘଟି ଯାଇଥିବା ବିବାଦୀୟ ଘଟଣା ପଛରେ ଲଶ୍କର-ଇ-ତୋଇବାର ସମର୍ଥନ ରହିଥିଲା। ପରେ ଏହାକୁ ରାଜନୈତିକ ସମର୍ଥନ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story