ସବୁ ଚେତାବନୀ ବିରୋଧରେ ଲଢ଼ିବୁ: ପ୍ରକାଶ କରାତ

ନୂଆଦିଲ୍ଲୀ: ‘ଆମେ ଯେକୌଣସି ଚେତାବନୀ ବିରୋଧରେ ଲଢ଼ିବୁ। ଆମକୁ ଦେଶଦ୍ରୋହୀ କୁହାଯିବା ନେଇ ଆମେ ଚିନ୍ତିତ ନୋହୁଁ।’ ଜେଏନ୍‌ୟୁ ବିବାଦ ପରିପ୍ରେକ୍ଷୀରେ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କୁ ଧମକ ମିଳିବା ପରେ ବାମ ଦଳଗୁଡ଼ିକ ପକ୍ଷରୁ ସୋମବାର ଏହି କଥା କୁହାଯାଇଛି। ସିପିଆଇ (ଏମ୍) ନେତା ପ୍ରକାଶ କରାତ କହିଛନ୍ତି,‘ଏଭଳି ଚେତାବନୀଗୁଡ଼ିକୁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ହୋଇ ଅଛୁ। ଆମେ ଏଥିପାଇଁ ଚିନ୍ତିତ ନୋହୁଁ। ଏପରିକି ଆମକୁ ଦେଶଦ୍ରୋହୀ କୁହାଯିବା କଥା ନେଇ ବି ଆମେ […]

PRAKASH_KARAT

PRAKASH_KARAT

Rakesh Mallick
  • Published: Monday, 15 February 2016
  • Updated: 15 February 2016, 12:34 PM IST

Sports

Latest News

[caption id="attachment_68756" align="alignleft" width="150"]PRAKASH_KARAT ପ୍ରକାଶ କରାତ[/caption]

ନୂଆଦିଲ୍ଲୀ: ‘ଆମେ ଯେକୌଣସି ଚେତାବନୀ ବିରୋଧରେ ଲଢ଼ିବୁ। ଆମକୁ ଦେଶଦ୍ରୋହୀ କୁହାଯିବା ନେଇ ଆମେ ଚିନ୍ତିତ ନୋହୁଁ।’ ଜେଏନ୍‌ୟୁ ବିବାଦ ପରିପ୍ରେକ୍ଷୀରେ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କୁ ଧମକ ମିଳିବା ପରେ ବାମ ଦଳଗୁଡ଼ିକ ପକ୍ଷରୁ ସୋମବାର ଏହି କଥା କୁହାଯାଇଛି।

ସିପିଆଇ (ଏମ୍) ନେତା ପ୍ରକାଶ କରାତ କହିଛନ୍ତି,‘ଏଭଳି ଚେତାବନୀଗୁଡ଼ିକୁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ହୋଇ ଅଛୁ। ଆମେ ଏଥିପାଇଁ ଚିନ୍ତିତ ନୋହୁଁ। ଏପରିକି ଆମକୁ ଦେଶଦ୍ରୋହୀ କୁହାଯିବା କଥା ନେଇ ବି ଆମେ ଚିନ୍ତିତ ନୋହୁଁ। ଆମେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଓ ଏହା ବିରୋଧର ଲଢ଼ିବୁ।’

ସିପିଆଇର ଜାତୀୟ ସଂପାଦକ ଡି ରାଜା କହିଛନ୍ତି ଯେ ତାଙ୍କୁ ବି ଧମକ ଆସିଛି। ସେ ଓ ତାଙ୍କ ଦଳ ଏନେଇ ସରକାରଙ୍କୁ ଆନୁଷ୍ଠାନିକ ଭାବେ ଅବଗତ କରାଇବେ।

ଜେଏନ୍‌ୟୁ ପ୍ରସଙ୍ଗରେ ୟେଚୁରୀଙ୍କୁ ଧମକ ଦିଆଯିବା ଘଟଣାକୁ ସମାଲୋଚନା କରିଛି ଜେଡି(ୟୁ)। ଦଳ କହିଛି ଯେ ୟେଚୁରୀଙ୍କୁ ଧମକ ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ ସଦୃଶ ହୋଇଛି। ଆଉ ଏହା ଦେଶରେ ଏକ ନୂଆ ପ୍ରକାରର ଜରୁରୀକାଳୀନ ସ୍ଥିତି ସୃଷ୍ଟି ହେଲା ଭଳି ସଂକେତ ଦେଉଛି।

ଦେଶ ବିରୋଧୀ ସ୍ଲୋଗାନ୍ ଓ ଭାଷଣ ପାଇଁ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଏନେଇ ଛାତ୍ରଛାତ୍ରୀମାନେ ଚଳାଇଥିବା ଆନ୍ଦୋଳନକୁ ୟେଚୁରୀ ସମର୍ଥନ କରି ଆସୁଛନ୍ତି। ତେଣୁ ତାଙ୍କୁ ଧମକ ମିଳିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story