ଜେଏନ୍‌ୟୁ ପ୍ରସଙ୍ଗ: ଅଫଜଲ ଗୁରୁ ସମର୍ଥନରେ ନାରାବାଜି କରିଥିବା ୫ ଛାତ୍ର କ୍ୟାମ୍ପସରୁ ଫେରାର୍

ନୂଆଦିଲ୍ଲୀ: ଅଫଜଲ ଗୁରୁକୁ ସମର୍ଥନ କରି ଜେଏନ୍‌ୟୁରେ ନାରାବାଜି କରୁଥିବା ମାମଲାରେ ପୋଲିସ୍ ପାଞ୍ଚ ଜଣ ଛାତ୍ରଙ୍କୁ ସନ୍ଧାନ କରୁଛି। ଏହି ୫ ଛାତ୍ର କ୍ୟାମ୍ପସରୁ ଫେରାର ହୋଇଯାଇଛନ୍ତି। ପୋଲିସର ଏକ ଟିମ୍ ଆଖେଲା, ଜାମିଆ ନଗର, ମନୁରିକା, ବସନ୍ତ କୁଞ୍ଜ ଓ ପୁରୁଣା ଦିଲ୍ଲୀ ଅଞ୍ଚଳରେ ଛାତ୍ରମାନଙ୍କୁ ତଲାସ କରୁଛି। ଅନ୍ୟପକ୍ଷେ ଏହି ଘଟଣାରେ ନାରାବାଜି କରୁଥିବା କିଛି ଅଜ୍ଞାତ ଛାତ୍ରଙ୍କ ବିରୋଧରେ କେନ୍ଦ୍ର ସରକାର ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ […]

JNU

JNU

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 07:37 AM IST

ନୂଆଦିଲ୍ଲୀ: ଅଫଜଲ ଗୁରୁକୁ ସମର୍ଥନ କରି ଜେଏନ୍‌ୟୁରେ ନାରାବାଜି କରୁଥିବା ମାମଲାରେ ପୋଲିସ୍ ପାଞ୍ଚ ଜଣ ଛାତ୍ରଙ୍କୁ ସନ୍ଧାନ କରୁଛି। ଏହି ୫ ଛାତ୍ର କ୍ୟାମ୍ପସରୁ ଫେରାର ହୋଇଯାଇଛନ୍ତି। ପୋଲିସର ଏକ ଟିମ୍ ଆଖେଲା, ଜାମିଆ ନଗର, ମନୁରିକା, ବସନ୍ତ କୁଞ୍ଜ ଓ ପୁରୁଣା ଦିଲ୍ଲୀ ଅଞ୍ଚଳରେ ଛାତ୍ରମାନଙ୍କୁ ତଲାସ କରୁଛି।

ଅନ୍ୟପକ୍ଷେ ଏହି ଘଟଣାରେ ନାରାବାଜି କରୁଥିବା କିଛି ଅଜ୍ଞାତ ଛାତ୍ରଙ୍କ ବିରୋଧରେ କେନ୍ଦ୍ର ସରକାର ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବସନ୍ତ କୁଞ୍ଜ ଥାନାରେ ଏହି ମାମଲା ଦାୟର କରାଯାଇଛି। ଏହି ଅଜ୍ଞାତ ଛାତ୍ରମାନଙ୍କ ବିରୋଧରେ ୧୨୪(ଏ) ଦେଶଦ୍ରୋହ ଓ ୧୨୦ (ବି) ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷେ ଗିରଫ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟାଙ୍କୁ କୋର୍ଟ ୩ଦିନ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଛି। ଏହାସହ ଏହି ମାମଲାର ତଦନ୍ତ ନ ସରିବା ପର୍ଯ୍ୟନ୍ତ ୮ଜଣ ଛାତ୍ର କ୍ଲାସ୍ କରିପାରିବାରେ ପ୍ରତିବନ୍ଧକ ଲଗାଯାଇଛି।

ଏହି ମାମଲାରେ କିଛି ପୂର୍ବତନ ସେନା କର୍ମଚାରୀ ଭିସିଙ୍କୁ ଚିଠି ଲେଖି ଏପରି ଘଟଣାର କଡ଼ା ନିନ୍ଦା କରିଛନ୍ତି। ବିଶ୍ୱବିଦ୍ୟାଳୟ ଏବେ ରାଷ୍ଟ୍ର ବିରୋଧି ଗତିବିଧିର କେନ୍ଦ୍ର ପାଲଟିଛି ବୋଲି ସେମାନେ ଚିଠିରେ ଦର୍ଶାଇଛନ୍ତି। ଯଦି ଏଠାରେ ଏପରି କାର୍ଯ୍ୟକଳାପ ଲାଗି ଅନୁମତି ଦିଆଯିବା ଜାରି ରହେ ତେବେ ସେମାନେ ନିଜ ଡିଗ୍ରୀ ଫେରାଇ ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story