ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ଜୁଲାଇ ୨୧ ତାରିଖରୁ। ଏହି ଅଧିବେଶନ ତିନି ସପ୍ତାହ ପାଇଁ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କେୟା ନାଇଡୁ ବୁଧବାର ଏହି ସୂଚନା ଦେଇଛନ୍ତି। ପ୍ରଥମେ ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଜୁଲାଇ ୧୮ ବା ୧୯ରେ ଇଦ୍ ପଡୁଥିବାରୁ ଏହାକୁ ଜୁଲାଇ ୨୧ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ୪ […]

parlliament

parlliament

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 11:20 AM IST

Sports

Latest News

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ଜୁଲାଇ ୨୧ ତାରିଖରୁ। ଏହି ଅଧିବେଶନ ତିନି ସପ୍ତାହ ପାଇଁ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କେୟା ନାଇଡୁ ବୁଧବାର ଏହି ସୂଚନା ଦେଇଛନ୍ତି।

ପ୍ରଥମେ ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଜୁଲାଇ ୧୮ ବା ୧୯ରେ ଇଦ୍ ପଡୁଥିବାରୁ ଏହାକୁ ଜୁଲାଇ ୨୧ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ୪ ସପ୍ତାହ ବସିଥାଏ। ତେବେ ଏଥର ଏହାକୁ ତିନି ସପ୍ତାହ ମଧ୍ୟରେ ସୀମିତ ରଖାଯାଇଛି।

ସଂସଦର ମୌସୁମୀ ଅଧିବେଶନରେ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦିଙ୍କ ଟ୍ରାଭେଲ ଭିସା ମାମଲରେ ମୋଦି ସରକାରଙ୍କୁ ବିରୋଧୀ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି।  ଏହି ମାମଲାରେ ସଂପୃକ୍ତି ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଇସ୍ତଫା ଦାବି କରି ବିଶେଷ କରି କଂଗ୍ରେସ ହଙ୍ଗାମା କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story