ଜୁଲାଇ ୩୦ରେ ଫାଶୀ ଖୁଣ୍ଟରେ ଝୁଲିବ ୟାକୁବ

ମୁମ୍ବାଇ: ଫାଶୀ ପାଇବ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୟାକୁବ୍ ମେମନ୍। ଚଳିତମାସ ଜୁଲାଇ ୩୦ତାରିଖ ସଖାଳ ୭ଟାରେ ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫ।ଶୀ ପାଇବ ୟାକୁବ୍। ମଙ୍ଗଳବାର ସୁପ୍ରିମକୋର୍ଟରେ ୟାକୁବର କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯିବା ପରେ ଏହା ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ଏପ୍ରିଲ ୯ ତାରିଖରେ ଉଭୟ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଥରେ ଲେଖାଏଁ ୟାକୁବର କ୍ଷମା ଆବେଦନ ଖାରଜ ହୋଇ ସାରିଛି। ସୁପ୍ରିମକୋର୍ଟ ପୂର୍ବରୁ ୟାକୁବର ଫ।ଶୀ […]

yakub-memon

yakub-memon

Rakesh Mallick
  • Published: Tuesday, 21 July 2015
  • Updated: 22 July 2015, 01:18 AM IST

ମୁମ୍ବାଇ: ଫାଶୀ ପାଇବ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୟାକୁବ୍ ମେମନ୍। ଚଳିତମାସ ଜୁଲାଇ ୩୦ତାରିଖ ସଖାଳ ୭ଟାରେ ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫ।ଶୀ ପାଇବ ୟାକୁବ୍। ମଙ୍ଗଳବାର ସୁପ୍ରିମକୋର୍ଟରେ ୟାକୁବର କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯିବା ପରେ ଏହା ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ଏପ୍ରିଲ ୯ ତାରିଖରେ ଉଭୟ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଥରେ ଲେଖାଏଁ ୟାକୁବର କ୍ଷମା ଆବେଦନ ଖାରଜ ହୋଇ ସାରିଛି। ସୁପ୍ରିମକୋର୍ଟ ପୂର୍ବରୁ ୟାକୁବର ଫ।ଶୀ ଦଣ୍ଡାଦେଶକୁ ଅପରିବର୍ତ୍ତିତ ରଖି ଅନ୍ୟ ୧୧ଜଣ ଅଭିଯୁକ୍ତଙ୍କ ଫ।ଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ଆତଙ୍କବାଦୀ ଟାଇଗର ମେମନର ଭାଇ ୟାକୁବକୁ ମୁମ୍ୱାଇ ସିରିଏଲ ବିସ୍ଫୋରଣର ପ୍ଲାନିଂ ଓ ପ୍ଲଟିଂ ଅଭିଯୋଗରେ ୨୦୦୭ରେ ଟାଡା କୋର୍ଟ ଫ।ଶୀ ଦଣ୍ଡାଦେଶ ଶୁଣାଇଥିଲେ। ୧୯୯୩ରେ ସଂଘଟିତ ମୁମ୍ୱାଇ ସିରିଏଲ୍ ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ହେବା ସହ ୭୧୩ ଜଣ ଆହତ ହୋଇଥିଲେ।

ସୁଚନାଯୋଗ୍ୟ, ମାୟା ନଗରୀ ମୁମ୍ବାଇରେ ୧୯୬୨ରେ ଜନ୍ମ ଗ୍ରହଣ କରିଥିଲା ଫାରୁକ ଅବଦୁଲ ରଜାକ୍ ମେମନ୍। ପେଶାରେ ଜଣେ ଚାଟାର୍ଡ ଆକାଉଟାଣ୍ଟ ଭାବେ ମୁମ୍ବାଇରେ ବେଶ ପରିଚିତ ଥିଲା ୟାକୁବ୍।କିନ୍ତୁ ପରବର୍ତ୍ତୀ ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ବୋମା ବିସ୍ଫୋରଣରେ ଛନ୍ଦି ହୋଇ ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story