ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଖେହର

ନୂଆଦିଲ୍ଲୀ: ଜଷ୍ଟିସ୍ ଜଗଦୀଶ ସିଂ ଖେହର ଆଜି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ତାଙ୍କୁ ଶପଥପାଠ କରାଇଥିଲେ। ସେ ହେଉଛନ୍ତି ଭାରତର ୪୪ତମ ମୁଖ୍ୟ ବିଚାରପତି। ସେ ଏହି ପଦରେ ୭ ମାସ ରହିବେ। ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଟି.ଏସ୍.ଠାକୁରଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଥିଲା। ସୁପ୍ରିମ୍‌କୋର୍ଟର ନୂଆ ମୁଖ୍ୟ ବିଚାରପତି ହେବା ପାଇଁ ଡିସେମ୍ବର ୧୯ ତାରିଖରେ ରାଷ୍ଟ୍ରପତି ଜଷ୍ଟିସ୍ ଖେହରଙ୍କ ନାଁକୁ ସ୍ୱୀକୃତି ଦେଇଥିଲେ। […]

cji

cji

Rakesh Mallick
  • Published: Wednesday, 04 January 2017
  • Updated: 05 January 2017, 08:23 AM IST

Sports

Latest News

ନୂଆଦିଲ୍ଲୀ: ଜଷ୍ଟିସ୍ ଜଗଦୀଶ ସିଂ ଖେହର ଆଜି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ତାଙ୍କୁ ଶପଥପାଠ କରାଇଥିଲେ। ସେ ହେଉଛନ୍ତି ଭାରତର ୪୪ତମ ମୁଖ୍ୟ ବିଚାରପତି। ସେ ଏହି ପଦରେ ୭ ମାସ ରହିବେ।

ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଟି.ଏସ୍.ଠାକୁରଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଥିଲା।

ସୁପ୍ରିମ୍‌କୋର୍ଟର ନୂଆ ମୁଖ୍ୟ ବିଚାରପତି ହେବା ପାଇଁ ଡିସେମ୍ବର ୧୯ ତାରିଖରେ ରାଷ୍ଟ୍ରପତି ଜଷ୍ଟିସ୍ ଖେହରଙ୍କ ନାଁକୁ ସ୍ୱୀକୃତି ଦେଇଥିଲେ।

ଜଷ୍ଟିସ୍‌ ଖେହରଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ବିରୋଧରେ ଗତ ୧୫ ଦିନରେ ଦୁଇଟି ଆବେଦନ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story