କଂଗ୍ରେସରେ ସଚିନ ପାଇଲଟ କୋଣଠେସା: ସିନ୍ଧିଆ

ନୂଆଦିଲ୍ଲୀ: ରାଜସ୍ଥାନର ଶାସକ ଦଳ କଂଗ୍ରେସର ଦୁଇ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ଏହାରି ଭିତରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟୁଇଟ୍ କରିଛନ୍ତି। ସଚିନ ପାଇଲଟଙ୍କୁ ଦଳରେ କୋଣଠେସା କରାଯାଉଥିବା ସେ କହିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ଦଳରେ ଟ୍ୟାଲେଣ୍ଟ ଏବଂ ଦକ୍ଷତାକୁ କମ୍ ଗୁରୁତ୍ୱ […]

scindia

scindia

Subhransu Sekhar
  • Published: Sunday, 12 July 2020
  • Updated: 12 July 2020, 06:53 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ଶାସକ ଦଳ କଂଗ୍ରେସର ଦୁଇ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ଏହାରି ଭିତରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟୁଇଟ୍ କରିଛନ୍ତି। ସଚିନ ପାଇଲଟଙ୍କୁ ଦଳରେ କୋଣଠେସା କରାଯାଉଥିବା ସେ କହିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ଦଳରେ ଟ୍ୟାଲେଣ୍ଟ ଏବଂ ଦକ୍ଷତାକୁ କମ୍ ଗୁରୁତ୍ୱ ଦିଆଯାଏ ବୋଲି ସେ କହିଛନ୍ତି।

https://twitter.com/JM_Scindia/status/1282289304572575752

ଗତ ମାର୍ଚ୍ଚରେ ସିନ୍ଧିଆ କଂଗ୍ରେସରେ ଅସନ୍ତୋଷ ପ୍ରକାଶ କରି ବିଜେପିରେ ସାମିଲ୍ ହୋଇଥିଲେ। ସେ ବିଜେପିରେ ସାମିଲ୍ ହେବା ପରେ ତାଙ୍କ ଅନୁଗତମାନେ ମଧ୍ୟ ବିଧାୟକ ପଦବୀରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାପରେ ୧୫ ମାସର କଂଗ୍ରେସ ସରକାର ଗାଦିଚ୍ୟୁତ ହୋଇଛି।

ସୂଚନାଯୋଗ୍ୟ, ଶନିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ, ବିଜେପି କଂଗ୍ରେସ ବିଧାୟକଙ୍କ ପିଛା ୧୫ କୋଟି ଦେଇ କିଣିବାକୁ ଚେଷ୍ଟା କରୁଛି। ଏହାପରେ ବିଜେପି ମଧ୍ୟପ୍ରଦେଶ ଶୈଳୀରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ପାଇଲଟ ତାଙ୍କ ଅନୁଗତଙ୍କୁ  ନେଇ ଦିଲ୍ଲୀରେ ଥିବା ଜଣାପଡ଼ିଥିଲା। ଗେହଲଟଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story