କଲାମଙ୍କ ଅନ୍ତେଷ୍ଟିକ୍ରିୟା: ମଦୁରାଇରୁ ରାମେଶ୍ୱରମକୁ ଗଡିବ ସ୍ୱତନ୍ତ୍ର ଟ୍ରେନ

ମଦୁରାଇ: ଗୁରୁବାର ରାମେଶ୍ୱରମଠାରେ ଅନୁଷ୍ଠିତ ହେବ ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କ ଅନ୍ତେଷ୍ଟିକ୍ରିୟା। ପ୍ରବଳ ଜନାସମାଗମକୁ ଆଖି ଆଗରେ ରଖି ଏଥିପାଇଁ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ମଦୁରାଇରୁ ରାମେଶ୍ୱରମକୁ ଚାଲିବ । ଏହି ଟ୍ରେନ ମଦୁରାଇରୁ ସକାଳ ୭ ଟା ୩୦ରେ ଛାଡି ରାମେଶ୍ୱରମରେ ୧୦ ଟା ୩୦ରେ ପହଞ୍ଚିବ। ଏଥିରେ ୭ଟି ଦ୍ୱିତୀୟ ଶ୍ରେଣୀ ସ୍ଲିପର, ୮ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ […]

Abdul Kalam funeral: Railways to run special trains between Rameswarsm and Madurai

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 05:46 PM IST

Sports

Latest News

Abdul Kalam funeral: Railways to run special trains between Rameswarsm and Maduraiମଦୁରାଇ: ଗୁରୁବାର ରାମେଶ୍ୱରମଠାରେ ଅନୁଷ୍ଠିତ ହେବ ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କ ଅନ୍ତେଷ୍ଟିକ୍ରିୟା। ପ୍ରବଳ ଜନାସମାଗମକୁ ଆଖି ଆଗରେ ରଖି ଏଥିପାଇଁ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ମଦୁରାଇରୁ ରାମେଶ୍ୱରମକୁ ଚାଲିବ । ଏହି ଟ୍ରେନ ମଦୁରାଇରୁ ସକାଳ ୭ ଟା ୩୦ରେ ଛାଡି ରାମେଶ୍ୱରମରେ ୧୦ ଟା ୩୦ରେ ପହଞ୍ଚିବ। ଏଥିରେ ୭ଟି ଦ୍ୱିତୀୟ ଶ୍ରେଣୀ ସ୍ଲିପର, ୮ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ଓ ୨ଟି ଲଗେଜ ବ୍ରେକ୍ ଭ୍ୟାନ ରହିଛି। ଏହି ଟ୍ରେନ ମାନ୍ନାମାଦୁରାଇ, ପାରମାକୁଡି, ରାମାଥାପୁରମ୍, ମାଣ୍ଡାପାମ୍ ଓ ପାମବାନରେ ଅଟକି ଅଟକି ଆଗକୁ ଗଡିବ ବୋଲି ମଦୁରାଇ ରେଳ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story