କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇଆଇଟିରେ ବିଦେଶୀ ଶିକ୍ଷକ ନିଯୁକ୍ତି ପ୍ରକିୟା ଆରମ୍ଭ

ନୂଆଦିଲ୍ଲୀ:ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟିରେ, ଏନ୍ ଆଇଟି, ଟ୍ରିପଲ ଆଇଆଇଟିରେ ବିଦେଶୀ ପ୍ରଫେସର ନିଯୁକ୍ତି ପ୍ରକିୟା ଆରମ୍ଭ ହୋଇଛି । ଏହି ବିଦେଶୀ ପ୍ରଫେସରମାନଙ୍କୁ ମାସକୁ ୨୦ ଘଣ୍ଟା ଅଧ୍ୟୟନ ପାଇଁ ୭.୫ ଲକ୍ଷ ଟଙ୍କା ବେତନ ମିଳିବ। ଚଳିତ ବର୍ଷ ପ୍ରାୟ ୧ହଜାର ବିଦେଶୀ ପ୍ରଫେସରଙ୍କୁ ନିଯୁକ୍ତି କରାଯିବାର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ମାନବ ବିକାଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ବର୍ତ୍ତମାସ ସୁଦ୍ଧା ବିଭିନ୍ନ ଅନୁଷ୍ଠାନ ମନ୍ତ୍ରଣାଳୟର ଚୟନ କମିଟି ଏହାକୁ ତର୍ଜମା […]

iit

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 09:12 AM IST

ନୂଆଦିଲ୍ଲୀ:ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟିରେ, ଏନ୍ ଆଇଟି, ଟ୍ରିପଲ ଆଇଆଇଟିରେ ବିଦେଶୀ ପ୍ରଫେସର ନିଯୁକ୍ତି ପ୍ରକିୟା ଆରମ୍ଭ ହୋଇଛି । ଏହି ବିଦେଶୀ ପ୍ରଫେସରମାନଙ୍କୁ ମାସକୁ ୨୦ ଘଣ୍ଟା ଅଧ୍ୟୟନ ପାଇଁ ୭.୫ ଲକ୍ଷ ଟଙ୍କା ବେତନ ମିଳିବ। ଚଳିତ ବର୍ଷ ପ୍ରାୟ ୧ହଜାର ବିଦେଶୀ ପ୍ରଫେସରଙ୍କୁ ନିଯୁକ୍ତି କରାଯିବାର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ମାନବ ବିକାଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ବର୍ତ୍ତମାସ ସୁଦ୍ଧା ବିଭିନ୍ନ ଅନୁଷ୍ଠାନ ମନ୍ତ୍ରଣାଳୟର ଚୟନ କମିଟି ଏହାକୁ ତର୍ଜମା କରୁଛନ୍ତି।

Related story