ଶହୀଦ ପୁଲିସଙ୍କ ସମ୍ପର୍କୀୟ କହିଲେ ଯୋଗୀ ରୁଦ୍ରଙ୍କ ଅବତାର

କାନପୁର: କାନପୁରରେ ୮ ପୁଲିସକୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଆଜି ଏନକାଉଣ୍ଟର କରି ନିପାତ କରିଛି ୟୁପି ପୁଲିସ। ଏହି ଏନକାଉଣ୍ଟରକୁ ନେଇ ମତ ରଖିଛନ୍ତି ଶହୀଦ ପୁଲିସ ଅଫିସର ଦେବେନ୍ଦ୍ର ମିଶ୍ରଙ୍କ ସଂପର୍କୀୟ କମଳାକାନ୍ତ ଦୁବେ। ବିକାଶକୁ ଏନକାଉଣ୍ଟର କରିବାକୁ ନେଇ ଯୋଗୀଙ୍କୁ ଶ୍ରେୟ ଦେଇଛନ୍ତି ସେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରୁଦ୍ରଙ୍କ ଅବତାର ବୋଲି ସେ କହିଛନ୍ତି। ଯୋଗୀଙ୍କ ଭଳି ମୁଁ ଜଣେ ସନ୍ୟାସୀ। ସମାଜର ସମସ୍ୟାକୁ ଭଲ ଭାବରେ ବୁଝନ୍ତି […]

Kanpur Encounter

Kanpur Encounter

Subhransu Sekhar
  • Published: Friday, 10 July 2020
  • Updated: 10 July 2020, 05:21 PM IST

କାନପୁର: କାନପୁରରେ ୮ ପୁଲିସକୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଆଜି ଏନକାଉଣ୍ଟର କରି ନିପାତ କରିଛି ୟୁପି ପୁଲିସ। ଏହି ଏନକାଉଣ୍ଟରକୁ ନେଇ ମତ ରଖିଛନ୍ତି ଶହୀଦ ପୁଲିସ ଅଫିସର ଦେବେନ୍ଦ୍ର ମିଶ୍ରଙ୍କ ସଂପର୍କୀୟ କମଳାକାନ୍ତ ଦୁବେ। ବିକାଶକୁ ଏନକାଉଣ୍ଟର କରିବାକୁ ନେଇ ଯୋଗୀଙ୍କୁ ଶ୍ରେୟ ଦେଇଛନ୍ତି ସେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରୁଦ୍ରଙ୍କ ଅବତାର ବୋଲି ସେ କହିଛନ୍ତି। ଯୋଗୀଙ୍କ ଭଳି ମୁଁ ଜଣେ ସନ୍ୟାସୀ। ସମାଜର ସମସ୍ୟାକୁ ଭଲ ଭାବରେ ବୁଝନ୍ତି ଯୋଗୀ ବୋଲି କମଳାକାନ୍ତ କହିଛନ୍ତି।

କମଳାକାନ୍ତ ଆହୁରି କହିଛନ୍ତି, ବିକାଶ ଦୁବେ ଯୋଗୀ ସବୁ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି। ଯେମିତି ଭଗବାନ ରୁଦ୍ର (ଶିବ) କରନ୍ତି।  ହେଲେ ଏକୁଟିଆ ଜଣେ ସବୁକିଛି ଠିକଠାକ କରିପାରିବନି। ବିକାଶ ଦୁବେକୁ ଏନକାଉଣ୍ଟର କରିବା ପରେ ତାଙ୍କ ପରିବାରକୁ ୧୦ ପ୍ରତିଶତ ସନ୍ତୋଷ ମିଳିଛି ବୋଲି ସେ କହିଛନ୍ତି। ଏବେ ବିକାଶର ଶରଣରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ବାକି ସନ୍ତୋଷ ମିଳିବ ବୋଲି କମଳାକାନ୍ତ କହିଛନ୍ତି।

ସୂଚନାଯୋଗ୍ୟ, ୯ ତାରିଖରେ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ଏକ କାଳୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ଅପରାଧୀ ବିକାଶ। ସେଠାରେ ଜଣେ ସୁରକ୍ଷାକର୍ମୀ ବିକାଶକୁ ଚିହ୍ନି ପାରିଥିଲା। ଏହାପରେ ସେ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ବିକାଶକୁ ଗିରଫ କରିଥିଲା ଉଜ୍ଜୈନ ପୁଲିସ। ସ୍ଥାନୀୟ କୋର୍ଟରେ ବିକାଶକୁ ହାଜର କରି ମଧ୍ୟପ୍ରଦେଶ ପୁଲିସ ବିକାଶକୁ ୟୁପି ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story