କାଉଡ଼ିଆଙ୍କ ଆତଙ୍କରାଜ: ବିଚ୍‌ ରାସ୍ତାରେ ସଂଘବଦ୍ଧ ଆକ୍ରମଣ, କାର ଭଙ୍ଗାରୁଜା

ନୂଆଦିଲ୍ଲୀ: ଦିଲ୍ଲୀର ମୋତି ନଗରରେ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଆତଙ୍କରାଜ। ରାସ୍ତାରେ ଯାଉଥିବା ବେଳେ ଜଣେ କାଉଡ଼ିଆଙ୍କ ଦେହରେ ଗୋଟିଏ କାର ଘଷି ହୋଇ ଚାଲିଯିବାରୁ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଆଉ କାରକୁ ଅଟକାଇ ଗାଳି ଗୁଲଜ କରିଥିଲେ। ଏତିକିରେ କିନ୍ତୁ ସେମାନଙ୍କର ରାଗ ଶାନ୍ତ  ହୋଇ ନଥିଲା।  ସେମାନେ କାରକୁ ବାଡ଼ିରେ ପିଟିବା ସହ ଭଙ୍ଗାରୁଜା କରିଥିଲେ। ଅନେକ କାଉଡ଼ିଆ ସଂଘବଦ୍ଧଭାବେ ଏମିତି ଆକ୍ରମଣ କରିଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଏ ଦୃଶ୍ୟ ଦେଖୁଥିଲେ ମଧ୍ୟ […]

j-999

j-999

Ordigital Desk
  • Published: Wednesday, 08 August 2018
  • Updated: 08 August 2018, 08:45 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ମୋତି ନଗରରେ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଆତଙ୍କରାଜ। ରାସ୍ତାରେ ଯାଉଥିବା ବେଳେ ଜଣେ କାଉଡ଼ିଆଙ୍କ ଦେହରେ ଗୋଟିଏ କାର ଘଷି ହୋଇ ଚାଲିଯିବାରୁ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଆଉ କାରକୁ ଅଟକାଇ ଗାଳି ଗୁଲଜ କରିଥିଲେ।

ଏତିକିରେ କିନ୍ତୁ ସେମାନଙ୍କର ରାଗ ଶାନ୍ତ  ହୋଇ ନଥିଲା।  ସେମାନେ କାରକୁ ବାଡ଼ିରେ ପିଟିବା ସହ ଭଙ୍ଗାରୁଜା କରିଥିଲେ।

ଅନେକ କାଉଡ଼ିଆ ସଂଘବଦ୍ଧଭାବେ ଏମିତି ଆକ୍ରମଣ କରିଥିଲେ।

ରାସ୍ତାରେ ଯାଉଥିବା ଲୋକମାନେ ଏ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ। କାରରେ ଥିବା ଯାତ୍ରୀମାନେ କିନ୍ତୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇ ବାହାରି  ଆସିଥିଲେ। ଏହାପରେ କାଉଡ଼ିଆମାନେ ଆଉ ଏକ କାରକୁ ଆକ୍ରମଣ କରି ତା'କୁ ଓଲଟାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story