କମେଡିଆନ କପିଲ ଶର୍ମାଙ୍କୁ ପୁଲିସର ହାଜର ନିର୍ଦ୍ଦେଶ

ମୁମ୍ବାଇ: ନକଲି କାର୍‌ ପଞ୍ଜୀକରଣ ମାମଲାରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ହାଜର ହେବାକୁ ସମନ କରିଛି ମୁମ୍ବାଇ ପୁଲିସ୍‌। କ୍ରାଇମ ଇଣ୍ଟେଲଜେନ୍ସ ୟୁନିଟ(ସିଆଇୟୁ)ର ଏପିଆଇ ସଚିନ ଭାଜେ ଆଜି ହିଁ କପିଲଙ୍କୁ ହାଜର ହେବାକୁ କହିଛନ୍ତି। ନିକଟରେ ମୁମ୍ବାଇ ପୁଲିସ୍‌ ନକଲି ପଞ୍ଜୀକରଣ ଘଟଣାରେ ଏକାଧିକ କାର ଜବତ କରିଥିଲା। ଏହି ଘଟଣାର ଅଧିକ ତଦନ୍ତ ପାଇଁ କପିଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ବେଳକୁ ଏହି ଘଟଣା ସମ୍ପର୍କରେ […]

h

Hemant Lenka
  • Published: Thursday, 07 January 2021
  • , Updated: 07 January 2021, 02:49 PM IST

ମୁମ୍ବାଇ: ନକଲି କାର୍‌ ପଞ୍ଜୀକରଣ ମାମଲାରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ହାଜର ହେବାକୁ ସମନ କରିଛି ମୁମ୍ବାଇ ପୁଲିସ୍‌। କ୍ରାଇମ ଇଣ୍ଟେଲଜେନ୍ସ ୟୁନିଟ(ସିଆଇୟୁ)ର ଏପିଆଇ ସଚିନ ଭାଜେ ଆଜି ହିଁ କପିଲଙ୍କୁ ହାଜର ହେବାକୁ କହିଛନ୍ତି।

ନିକଟରେ ମୁମ୍ବାଇ ପୁଲିସ୍‌ ନକଲି ପଞ୍ଜୀକରଣ ଘଟଣାରେ ଏକାଧିକ କାର ଜବତ କରିଥିଲା। ଏହି ଘଟଣାର ଅଧିକ ତଦନ୍ତ ପାଇଁ କପିଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି।

ରିପୋର୍ଟ ଲେଖା ହେବା ବେଳକୁ ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

Related story