ଏପ୍ରିଲ ୩୦ ଯାଏ ଶଟଡାଉନ ସପକ୍ଷରେ କର୍ଣ୍ଣାଟକା ସରକାର

ବେଙ୍ଗାଲୁରୁ: ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ଆସନ୍ତା ୧୪ ତାରିଖରେ ଶେଷ ହେବ। ହେଲେ କର୍ଣ୍ଣାଟକା ସରକାର ଲକଡାଉନ ଶେଷ ହେବା ପରେ ପୂରା ରାଜ୍ୟକୁ ଏପ୍ରିଲ ୩୦ ଯାଏ ସଂପୂର୍ଣ୍ଣ ଶଟଡାଉନ କରିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଲକଡାଉନ ବୃଦ୍ଧି ଓ ଶଟଡାଉନ ବିଷୟରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଶେଷଜ୍ଞ ଡାକ୍ତରମାନେ ୨୧ ଦିନିଆ ଲକଡାଉନକୁ କିଛି ସ୍ଥାନରେ ଉଠାଇବା ସପକ୍ଷରେ […]

h

h

Hemant Lenka
  • Published: Friday, 10 April 2020
  • Updated: 10 April 2020, 04:25 PM IST

Sports

Latest News

ବେଙ୍ଗାଲୁରୁ: ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ଆସନ୍ତା ୧୪ ତାରିଖରେ ଶେଷ ହେବ। ହେଲେ କର୍ଣ୍ଣାଟକା ସରକାର ଲକଡାଉନ ଶେଷ ହେବା ପରେ ପୂରା ରାଜ୍ୟକୁ ଏପ୍ରିଲ ୩୦ ଯାଏ ସଂପୂର୍ଣ୍ଣ ଶଟଡାଉନ କରିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଲକଡାଉନ ବୃଦ୍ଧି ଓ ଶଟଡାଉନ ବିଷୟରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା।

ବୈଠକରେ ବିଶେଷଜ୍ଞ ଡାକ୍ତରମାନେ ୨୧ ଦିନିଆ ଲକଡାଉନକୁ କିଛି ସ୍ଥାନରେ ଉଠାଇବା ସପକ୍ଷରେ ଦେଇଥିବା ପ୍ରସ୍ତାବକୁ ଖାରଜ କରିଦିଆଯାଇଛି। ଏଥିସହ ଏପ୍ରିଲ ୩୦ ଯାଏ ପୂରା ରାଜ୍ୟକୁ ଶଟଡାଉନ କରିବା ସପକ୍ଷରେ ଅଧିକାଂଶ କ୍ୟାବିନେଟ ମନ୍ତ୍ରୀ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କହିଛନ୍ତି, “କ୍ୟାବିନେଟ ବୈଠକରେ କରୋନା ମହାମାରୀ ଉପରେ ଆଲୋଚନା ହୋଇଛି।

କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ସଂପୂର୍ଣ୍ଣ ଲକଡାଉନ କରିବା ସପକ୍ଷରେ ଅନେକ ମନ୍ତ୍ରୀ ମତ ଦେଇଛନ୍ତି। ଏପ୍ରିଲ ୩୦ ଯାଏ ରାଜ୍ୟର ସବୁ ଜିଲ୍ଲାରେ ପୂର୍ଣ୍ଣ ଲକଡାଉନ କରିବା ସପକ୍ଷରେ ମନ୍ତ୍ରୀମାନେ ରହିଛନ୍ତି। ତେବେ ଏ ସମ୍ପର୍କରେ ଆମେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।”

କ୍ୟାବିନେଟରେ ମନ୍ତ୍ରୀ, ବିଧାୟକ, ଏମଏଲସି, ବାଚସ୍ପତି, ଉପ ବାଚସ୍ପତି ଓ ଚିଫ ହ୍ୱିପମାନଙ୍କ ଦରମା ଗୋଟିଏ ବର୍ଷ ଯାଏ ୩୦% କାଟ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ଅର୍ଥକୁ ସରକାର କୋଭିଡ-୧୯ ଲଢ଼େଇରେ ଖର୍ଚ୍ଚ କରିବେ। ନୂଆ ଦରମା ଏପ୍ରିଲ ୧ରୁ ଲାଗୁ ହେବ। ଏହାଦ୍ୱାରା ପ୍ରାୟ ୧୫ କୋଟି ଟଙ୍କା ସରକାରଙ୍କ କୋଭିଡ୍-୧୯ ଯୁଦ୍ଧକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story