ପଦ୍ମାବତୀ ବିବାଦ: ଡିସେମ୍ବର-୧ରେ ଭାରତ ବନ୍ଦର ଆହ୍ୱାନ ଦେଲା କରଣୀ ସେନା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭଂଶାଲୀ ଫିଲ୍ମ ପଦ୍ମାବଦୀକୁ ନେଇ ବିବାଦ ଥମିବାକୁ ନାଁ ଧରୁନି। ପ୍ରତି ଦିନ ଏହି ଫିଲ୍ମକୁ ନେଇ ନୂଆ ନୂଆ ସମସ୍ୟା ସୃଷ୍ଟି ହେଉଛି। ଦୀର୍ଘ ଦିନ ଧରି କରଣୀ ସେନା ଏହି ଫଲ୍ମିକୁ ବିରୋଧ କରିଆସୁଛି। ଫିଲ୍ମଟି ଡିସେମ୍ବର ୧ ତାରିଖ ଦିନ ରିଲିଜ ହେବାକୁ ଥିବା ବେଳେ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଅଡି ବସିଛି କରଣୀ ସେନା। ଏଥିପାଇଁ ଆସନ୍ତା ଡିସେମ୍ବର ୧ରେ କରଣୀ ସେନା ପକ୍ଷରୁ […]

padmavati_1024_1510801944_618x347

padmavati_1024_1510801944_618x347

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 11:07 AM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭଂଶାଲୀ ଫିଲ୍ମ ପଦ୍ମାବଦୀକୁ ନେଇ ବିବାଦ ଥମିବାକୁ ନାଁ ଧରୁନି। ପ୍ରତି ଦିନ ଏହି ଫିଲ୍ମକୁ ନେଇ ନୂଆ ନୂଆ ସମସ୍ୟା ସୃଷ୍ଟି ହେଉଛି। ଦୀର୍ଘ ଦିନ ଧରି କରଣୀ ସେନା ଏହି ଫଲ୍ମିକୁ ବିରୋଧ କରିଆସୁଛି। ଫିଲ୍ମଟି ଡିସେମ୍ବର ୧ ତାରିଖ ଦିନ ରିଲିଜ ହେବାକୁ ଥିବା ବେଳେ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଅଡି ବସିଛି କରଣୀ ସେନା। ଏଥିପାଇଁ ଆସନ୍ତା ଡିସେମ୍ବର ୧ରେ କରଣୀ ସେନା ପକ୍ଷରୁ ଭାରତ ବନ୍ଦ’ର ଆହ୍ୱାନ ଦିଆଯାଇଛି।

ଏଭଳି ପରିସ୍ଥିତିରେ ସେନସର୍‌ ବୋର୍ଡର ଅଧ୍ୟକ୍ଷ ପ୍ରସୁନ ଯୋଶୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେ ଫିଲ୍ମ ଦେଖିନାହାଁନ୍ତି, ଏହି ପିଲ୍ମ ସେ ଦେଖିଥିବା ନେଇ ଯେଉଁ ଖବର ଆସିଛି ଏହା ସମ୍ପୂର୍ଣ୍ଣ ମିଛ ଖବର।

ଅନ୍ୟପଟେ ଜୟପୁର ଠାରେ କରଣୀ ସେନାର ନେତା ଲୋକେନ୍ଦ୍ର ସିଂ ଏହି ଫିଲ୍ମର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଉପରେ ବର୍ଷିଛନ୍ତି। କିଛିଦିନ ପୂର୍ବେ ଦୀପିକା କହିଥିଲେ ଫିଲ୍ମ ରିଲିଜକୁ କେହି ବନ୍ଦ କରିପାରିବେନି। ଯେଉଁଥିପାଇଁ ଲୋକେନ୍ଦ୍ର ସିଂ କହିଛନ୍ତି ଯେ ତାଙ୍କ ବୟାନଙ୍କୁ ସେ ଚ୍ୟାଲେଞ୍ଜ୍‌ ଭାବେ ଗ୍ରହଣ କରୁଛନ୍ତି। ତେଣୁ ଆସନ୍ତା ଡିସେମ୍ବର ୧ ତାରିଖରେ ସେ ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story