କାଶ୍ମୀରରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବଡ଼ଗ୍ରାମ ଜିଲ୍ଲାର ମାଛୁ ଅଞ୍ଚଳରେ ଶୁକ୍ରବାର ସକାଳେ ସୁରକ୍ଷା କର୍ମୀ  ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତା’ ନାଁ ମୁଜାରଫ ଅହମଦ୍। ଅହମଦ ଅଲ-ବଦ୍ର ଆତଙ୍କବାଦୀ ସଂଗଠନରେ ସାମିଲ ହେବା ପୂର୍ବରୁ ଲସ୍କର- ଏ-ତୈଇବା ସହ ଥିଲା। କିଛି ଦିନ ହେବ ସୀମାରେ ଅଶାନ୍ତି ଜାରି ରହିଛି। ଖବର ଅନୁଯାୟୀ ରାଜ୍ୟରେ ୨୫୦ରୁ ୩୦୦ଆତଙ୍କବାଦୀ ସକ୍ରିୟ ଅଛନ୍ତି।

jammu-kashmir

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 10:24 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବଡ଼ଗ୍ରାମ ଜିଲ୍ଲାର ମାଛୁ ଅଞ୍ଚଳରେ ଶୁକ୍ରବାର ସକାଳେ ସୁରକ୍ଷା କର୍ମୀ  ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତା’ ନାଁ ମୁଜାରଫ ଅହମଦ୍। ଅହମଦ ଅଲ-ବଦ୍ର ଆତଙ୍କବାଦୀ ସଂଗଠନରେ ସାମିଲ ହେବା ପୂର୍ବରୁ ଲସ୍କର- ଏ-ତୈଇବା ସହ ଥିଲା।

କିଛି ଦିନ ହେବ ସୀମାରେ ଅଶାନ୍ତି ଜାରି ରହିଛି। ଖବର ଅନୁଯାୟୀ ରାଜ୍ୟରେ ୨୫୦ରୁ ୩୦୦ଆତଙ୍କବାଦୀ ସକ୍ରିୟ ଅଛନ୍ତି।

Related story