ବିପଦ ସଂକେତ ଉପରେ ଝେଲମ, କାଶ୍ମୀରରେ ପୁଣି ବନ୍ୟା ଆଶଙ୍କା

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଝେଲମ୍ ନଦୀ ସଙ୍ଗମଠାରେ ଜଳସ୍ତର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଘାଟିରେ ହିମପାତ ଓ ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ରାଜ୍ୟରେ ପୁଣି ଥରେ ବନ୍ୟା ହେବାର ଆଶଙ୍କା କରାଯାଇ ଆଲର୍ଟ ଜାରି କରାଯାଇଛି । ଝେଲମ୍ ନଦୀ ସମେତ ସମସ୍ତ ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାତିରେ ଅନନ୍ତନାଗ, ପୁଲବାମା ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ […]

kasmir

kasmir

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 10:21 AM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଝେଲମ୍ ନଦୀ ସଙ୍ଗମଠାରେ ଜଳସ୍ତର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଘାଟିରେ ହିମପାତ ଓ ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ରାଜ୍ୟରେ ପୁଣି ଥରେ ବନ୍ୟା ହେବାର ଆଶଙ୍କା କରାଯାଇ ଆଲର୍ଟ ଜାରି କରାଯାଇଛି ।

ଝେଲମ୍ ନଦୀ ସମେତ ସମସ୍ତ ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାତିରେ ଅନନ୍ତନାଗ, ପୁଲବାମା ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ବୁଧବାର  ରାତି ପ୍ରାୟ ୩ଟାରେ ଝେଲମ ନଦୀର ୨୫.୩୦ ଫୁଟ୍ ଥିବା ଜଣାପଡିଛି । ଯାହା  ବିପଦ ଜଳସ୍ତର ଠାରୁ ୨.୩୦ ଫୁଟ୍ ଅଧିକ ବୋଲି ଜଣାପଡିଛି । ଝେଲମ୍ ନଦୀ ନିକଟରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଏହାସହ ବନ୍ୟା ନିୟନ୍ତ୍ରଣ ବିଭାଗର କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକମାସ ମଧ୍ୟରେ କାଶ୍ମୀରରେ  ଦ୍ୱିତୀୟ ଥର ବନ୍ୟା ସତର୍କତା ଜାରି କରାଯାଇଛି ।

କାଶ୍ମୀର ମଣ୍ଡଳାୟୁକ୍ତ ଏକ ବୈଠକ ଡାକି ଅଧିକାରୀ ଓ କର୍ମଚାରୀମାନଙ୍କୁ ଜରୁରିକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି । ଘାଟିର ପାହାଡିଆ ଅଞ୍ଚଳରେ ହାଲକା ଓ ମଧ୍ୟମ ଧରଣର ତୁଷାରପାତ ହେବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଘାଟି ଅଞ୍ଚଳ କୋଉଠି ମଧ୍ୟମ ତ ଆଉ କୋଉଠି ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କାଶ୍ମୀରର ଡିଭିଜନ କମିଶନର ଅସଗର ସମୁନ ବନ୍ୟା ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story