‘ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା’ର କବି କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ସୁପରହିଟ୍ କମେଡି ସିରିଏଲ୍‌ ‘ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା’ରେ ଡାକ୍ତର ହଂସରାଜ ହାତୀ ଚରିତ୍ରରେ ଅଭିନୟ କରୁଥିବା କବି କୁମାର ଆଜାଦଙ୍କର ଆଜି ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। କବି କୁମାର ଆଜି ସକାଳେ ‘ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା’ର ପ୍ରଡ୍ୟୁସରଙ୍କୁ ଫୋନ୍ କରିଥିଲେ ଓ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି କହିଥିଲେ। ସେଥିପାଇଁ ସେ ଆଜି ଶୁଟିଂକୁ ଆସିପାରିବେ ନାହିଁ ବୋଲି ବି କହିଥିଲେ। କିନ୍ତୁ ଏହାର କିଛି […]

kkk

kkk

Rakesh Mallick
  • Published: Monday, 09 July 2018
  • Updated: 09 July 2018, 02:52 PM IST

ନୂଆଦିଲ୍ଲୀ: ସୁପରହିଟ୍ କମେଡି ସିରିଏଲ୍‌ ‘ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା’ରେ ଡାକ୍ତର ହଂସରାଜ ହାତୀ ଚରିତ୍ରରେ ଅଭିନୟ କରୁଥିବା କବି କୁମାର ଆଜାଦଙ୍କର ଆଜି ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି।

କବି କୁମାର ଆଜି ସକାଳେ ‘ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା’ର ପ୍ରଡ୍ୟୁସରଙ୍କୁ ଫୋନ୍ କରିଥିଲେ ଓ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି କହିଥିଲେ। ସେଥିପାଇଁ ସେ ଆଜି ଶୁଟିଂକୁ ଆସିପାରିବେ ନାହିଁ ବୋଲି ବି କହିଥିଲେ। କିନ୍ତୁ ଏହାର କିଛି ସମୟ ପରେ ପ୍ରଡ୍ୟୁସର ତାଙ୍କର ପରଲୋକ ହୋଇଯାଇଥିବାର ଖବର ପାଇଲେ।

KaviKumar

ମିଳିଥିବା ସୂଚନା ଅନୁଯାୟୀ ବେଶ୍ କିଛି ଦିନ ହେବ ଅସୁସ୍ଥ ଅନୁଭବ କରୁଥିବା ସତ୍ତ୍ୱେ ସେ ଶୁଟିଂ ପାଇଁ ଯାଉଥିଲେ। ‘ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା’ ୧୦ ବର୍ଷ ପୂରଣ କରିବାକୁ ଯାଉଛି। ସେଥିପାଇଁ ଆଜି ପୂରା ଟିମ୍‌କୁ ନେଇ ଏକ ବୈଠକ ମଧ୍ୟ ହେବାର ଥିଲା।

ଏହି ଧାରାବାହିକରେ କବି କୁମାରଙ୍କ ଚରିତ୍ରକୁ ସମସ୍ତେ ଭଲ ପାଉଥିଲେ। ସେ ସବୁବେଳେ ଖାଇବାକୁ ଭଲ ପାଉଥିଲେ।

କବି କୁମାର ବଲିଉଡ୍‌ରେ ମଧ୍ୟ କାମ କରିଥିଲେ। ୨୦୦୦ ମସିହାରେ ରିଲିଜ୍ ହୋଇଥିବା ‘ମେଲା’ ଫିଲ୍ମରେ ସେ ଅଭିନୟ କରିଥିଲେ। ତେବେ ‘ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା’ ଜରିଆରେ ତାଙ୍କୁ ପରିଚିତି ମିଳିଲା। ସେ ଜଣେ କବି ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story