ପାକିସ୍ତାନର ମନ୍ତ୍ରୀଙ୍କୁ ଜବାବ ଦେଇ ମନ ଜିଣିଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ପାକିସ୍ତାନର ମନ୍ତ୍ରୀ ଚୌଧିୁରୀ ଫଓ୍ୱାଦ ହୁସେନଙ୍କୁ ତାଙ୍କ ଟୁଇଟର କଡ଼ା ଜବାବ ଦେଇ ଦେଶବାସୀଙ୍କ ମନ ଜିଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ବିଜେପି ଏବଂ ଆପ୍ ମଧ୍ୟରେ ରାଜନୀତିକ ବିଚାରଧାରା ଅଲଗା ରହିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଏ ତାଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଆପ୍ ଏବଂ ବିଜେପି ପରସ୍ପର ମଧ୍ୟରେ ଅନେକ ମନ୍ତବ୍ୟ ଦେଉଥିଲେ ମଧ୍ୟ ଦେଶ ଭିତରର ପ୍ରସଙ୍ଗକୁ ନେଇ […]

KEJRI MODI

KEJRI MODI

Subhransu Sekhar
  • Published: Friday, 31 January 2020
  • Updated: 31 January 2020, 03:45 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ମନ୍ତ୍ରୀ ଚୌଧିୁରୀ ଫଓ୍ୱାଦ ହୁସେନଙ୍କୁ ତାଙ୍କ ଟୁଇଟର କଡ଼ା ଜବାବ ଦେଇ ଦେଶବାସୀଙ୍କ ମନ ଜିଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ବିଜେପି ଏବଂ ଆପ୍ ମଧ୍ୟରେ ରାଜନୀତିକ ବିଚାରଧାରା ଅଲଗା ରହିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଏ ତାଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଆପ୍ ଏବଂ ବିଜେପି ପରସ୍ପର ମଧ୍ୟରେ ଅନେକ ମନ୍ତବ୍ୟ ଦେଉଥିଲେ ମଧ୍ୟ ଦେଶ ଭିତରର ପ୍ରସଙ୍ଗକୁ ନେଇ ପାକିସ୍ତାନର ଆହ୍ୱାନ କେବେ ଗ୍ରହଣୀୟ ନୁହେଁ ବୋଲି କେଜ୍ରିଓ୍ୱାଲ କହିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୭-୧୦ ଦିନ ଲାଗିବ। ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ରହିଛି। ଦୁଇ ଦଳର ନେତା ଭୋଟ୍ ହାତେଇବା ପାଇଁ ପରସ୍ପର ବିରୋଧରେ ଅନେକ ମତ ରଖୁଛନ୍ତି। ଏହାରି ଭିତରେ ମୋଦିଙ୍କ ମତକୁ କାଉଣ୍ଟର କରିବାକୁ ଯାଇ ଦିଲ୍ଲୀ ନିର୍ବାଚନକୁ ମୋହରା କରି ଟୁଇଟ୍ କରିଛନ୍ତି ଫଓ୍ୱାଦ।

‘ଭାରତର ନାଗରିକ ମୋଦିଙ୍କୁ ନିଶ୍ଚିତ ଭାବରେ ହରାଇବା ଦରକାର। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନ ବେଳେ ମୋଦିଙ୍କୁ କଡ଼ା ଜବାବ ଦେବା ଦରକାର। ମୋଦି କଶ୍ମୀର ଭିତରେ ଏବଂ ବାହାରେ ନିୟନ୍ତ୍ରଣ ହରାଇଛନ୍ତି। ଦେଶରେ ନାଗରିକତା ସଂଶୋଧନ ଆଇନ, ଅର୍ଥନୀତି ଭୁଶୁଡି ପଡ଼ିଛି’ ବୋଲି ଫଓ୍ୱାଦ କହିଛନ୍ତି।

ଯାହାର ଜବାବ ଦେଇ କେଜ୍ରିଓ୍ୱାଲ କହିଛନ୍ତି, ‘ମୋଦି ଦେଶର ପ୍ରଧାନମନ୍ତ୍ରୀ। ମୋର ମଧ୍ୟ ପ୍ରଧାନମନ୍ତ୍ରୀ। ଆତଙ୍କବାଦୀଙ୍କ ପ୍ରାୟୋଜକ ଦିଲ୍ଲୀ ନିର୍ବାଚନରେ ମୁଣ୍ଡ ପୁରାଇବାକୁ ବରଦାସ୍ତ କରିହେବନି। ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଭାରତର ଅଖଣ୍ଡତାକୁ ଭାଙ୍ଗିପାରିବେ ନାହିଁ’।

ସୂଚନାଯୋଗ୍ୟ, ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ୮ ତାରିଖରେ ଭୋଟ ପଡ଼ିବ। ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ୨୦୧୫ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା। ଚଳିତଥର ବିଜେପି ଅଧିକ ଆସନରେ ଜିତିବ ବୋଲି ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story