କେନ୍ଦ୍ରୀୟ ସୁରକ୍ଷା ବଳରେ ନିଯୁକ୍ତି ପାଇବେ ୧୧ ହଜାର ମହିଳା

ନୂଆଦିଲ୍ଲୀ:ଖୁବଶୀଘ୍ର କେନ୍ଦ୍ରୀୟ ସୁରକ୍ଷା ବଳରେ ନିଯୁକ୍ତି ପାଇବେ ୧୧ ହଜାର ମହିଳା ଯବାନ। ସେମାନେ ମଧ୍ୟ ପୁରୁଷ ଯବାନଙ୍କ ଭଳି ସୀମାରେ ପ୍ରହରା ଦେବେ। ସେମାନଙ୍କ ମୁଣ୍ଡ ଉପରେ ବିଭିନ୍ନ ସହରର ଆଇନ ଶୃଙ୍ଗଳା ପରିସ୍ଥିତିକୁ ସମ୍ଭାଳିବା ଦାୟିତ୍ୱ ମଧ୍ୟ ରହିବ। ଏଥିପାଇଁ କେନ୍ଦ୍ରସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୮ ହଜାର ୫୩୩ ମହିଳା ଯବାନ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍ ଓ ଆଇଟିବିପି ପରି ପାରାମିଲିଟାରୀ ଫୋର୍ସରେ ମଧ୍ୟ ନିଯୁକ୍ତି ପାଇ କାର୍ଯ୍ୟ […]

mahila jawan

mahila jawan

Rakesh Mallick
  • Published: Sunday, 17 May 2015
  • Updated: 17 May 2015, 06:10 AM IST

Sports

Latest News

ନୂଆଦିଲ୍ଲୀ:ଖୁବଶୀଘ୍ର କେନ୍ଦ୍ରୀୟ ସୁରକ୍ଷା ବଳରେ ନିଯୁକ୍ତି ପାଇବେ ୧୧ ହଜାର ମହିଳା ଯବାନ। ସେମାନେ ମଧ୍ୟ ପୁରୁଷ ଯବାନଙ୍କ ଭଳି ସୀମାରେ ପ୍ରହରା ଦେବେ। ସେମାନଙ୍କ ମୁଣ୍ଡ ଉପରେ ବିଭିନ୍ନ ସହରର ଆଇନ ଶୃଙ୍ଗଳା ପରିସ୍ଥିତିକୁ ସମ୍ଭାଳିବା ଦାୟିତ୍ୱ ମଧ୍ୟ ରହିବ।

ଏଥିପାଇଁ କେନ୍ଦ୍ରସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୮ ହଜାର ୫୩୩ ମହିଳା ଯବାନ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍ ଓ ଆଇଟିବିପି ପରି ପାରାମିଲିଟାରୀ ଫୋର୍ସରେ ମଧ୍ୟ ନିଯୁକ୍ତି ପାଇ କାର୍ଯ୍ୟ କରିବେ। ଏହାସହ ୨୦୧୭ ସୁଦ୍ଧା ସଶସ୍ତ୍ର ସୀମା ବଳ ପାଇଁ ୨ ହଜାର ୭୭୨ ମହିଳା ଯବାନ ନିଯୁକ୍ତି ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରି ସାରିଛି । ସେନାର ଜଣେ ବରିଷ୍ଠ ଅଧୀକାରୀଙ୍କ କହିବା କଥା ଯେ, ଏହି ମହିଳା ଯବାନ ମାନଙ୍କର ନିଯୁକ୍ତି ପକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ଖୁବଶୀଘ୍ର ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ତାଙ୍କ କହିବା କଥାଯେ, କେନ୍ଦ୍ରୀୟ ସୁରକ୍ଷା ବଳରେ ଏବେ ମୋଟ ଭାରତୀୟ ଯବାନ ସଂଖ୍ୟରରୁ  ମହିଳା ଯବାନଙ୍କ ସଂଖ୍ୟା ୫ ପ୍ରତିଶତ ରହିଛି। ଏହି ନିଯୁକ୍ତି ଶେଷ ହେବା ପରେ ମୋଟ ମହିଳା ଯବାନଙ୍କ ସଂଖ୍ୟା ୨.୧୫ ପ୍ରତିଶତକୁ ବୃଦ୍ଧି ପାଇବା ଆଶା କରାଯାଉଛି ବୋଲି ସେ କହିଛନ୍ତି। ଏହାସହ ଏହି ସାହାସୀ ମହିଳା ଯବାନମାନଙ୍କୁ ଛତିଶଗଡ ଓ ଝାଡଖଣ୍ଡରେ ନକ୍ସଲ ଦମନ ପାଇଁ ନିୟୋଜିତ ହେବେ ସହ ଅମରନାଥ ଯାତ୍ରା ଓ ମନୋସରବର ଏହି ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭେଇବେ ବୋଲି ସୂଚନା ମଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story