ସ୍ୱପ୍ନାଙ୍କ ଲକରରୁ ମିଳିଲା କୋଟିଏ ଟଙ୍କା, କିଲେ ସୁନା

ଥିରୁଅନନ୍ତପୁରମ: କେରଳ ସୁନା ସ୍ମଗଲିଂ ମାମଲାରେ ଶୁକ୍ରବାର ଏନଆଇଏର ସ୍ୱତନ୍ତ୍ର କୋର୍ଟକୁ ଏନଆଇ କହିଛି ଯେ ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କ ବ୍ୟାଙ୍କ ଲକରରୁ ସେମାନେ ଏକ କୋଟି ଟଙ୍କା ଓ କିଲେ ସୁନା ଜବତ କରିଛନ୍ତି। ଏହି ମାମଲାରେ ସ୍ୱପ୍ନା ଏବଂ ଅନ୍ୟ ଜଣେ ଅଭିଯୁକ୍ତ ସନ୍ଦୀପ ନାୟାରଙ୍କୁ ଏନଆଇଏ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଛି। ଏନଆଇ ଦୁଇ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା […]

swapna

swapna

Subhransu Sekhar
  • Published: Friday, 24 July 2020
  • Updated: 24 July 2020, 11:19 PM IST

Sports

Latest News

ଥିରୁଅନନ୍ତପୁରମ: କେରଳ ସୁନା ସ୍ମଗଲିଂ ମାମଲାରେ ଶୁକ୍ରବାର ଏନଆଇଏର ସ୍ୱତନ୍ତ୍ର କୋର୍ଟକୁ ଏନଆଇ କହିଛି ଯେ ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କ ବ୍ୟାଙ୍କ ଲକରରୁ ସେମାନେ ଏକ କୋଟି ଟଙ୍କା ଓ କିଲେ ସୁନା ଜବତ କରିଛନ୍ତି। ଏହି ମାମଲାରେ ସ୍ୱପ୍ନା ଏବଂ ଅନ୍ୟ ଜଣେ ଅଭିଯୁକ୍ତ ସନ୍ଦୀପ ନାୟାରଙ୍କୁ ଏନଆଇଏ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଛି।

ଏନଆଇ ଦୁଇ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟଙ୍କୁ ଶୁକ୍ରବାର କୋର୍ଟରେ ହାଜର କରିଥିଲା କୋର୍ଟ। ଏହାପରେ ଉଭୟଙ୍କୁ କାକକନାଡ ଜେଲକୁ ପଠାଯାଇଥିଲା।

ଜୁଲାଇ ୫ରେ କେରଳର ଥିରୁଭନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ୩୦ କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ୍ କରି ଏହି ସୁନା ଜବତ କରିଥିଲା। ଯାହାକି ବେଆଇନ୍। ଏହା ପରେ ସୁନା ସ୍ମଗଲିଂକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

ଜବତ ହୋଇଥିବା ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାପରେ କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ ନେଇଛି। ସରିତାଙ୍କୁ ପଚରା ଉଚରା କରିବା ପରେ ସୁନା ସ୍ମଗଲିଂ ମାମଲାର ମାଷ୍ଟର ମାଇଣ୍ଡ କେରଳ ସରକାରର ଆଇଟି ବିଭାଗର ସଚିବ ସ୍ୱପ୍ନା ସୁରେଶ ଜଣାପଡ଼ିଥିଲା। ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ତାଙ୍କୁ ପଦବୀରୁ ବିଦା କରିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଆଉ ଜଣେ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story