ହାରିଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: କଂଗ୍ରେସକୁ ଚଳିତ ନିର୍ବାଚନରେ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏଥର ପରାସ୍ତ ହୋଇଛନ୍ତି। ସେ କର୍ଣ୍ଣାଟକାର ଗୁଲବର୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କୁ ବିଜେପିର ଉମେଶ ଯାଦବ ୯୫,୪୫୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ମଲ୍ଲିକାର୍ଜୁନ ତାଙ୍କ ରାଜନୀତିକ କ୍ୟାରିୟର୍‌ରେ କେବେ ପରାସ୍ତ ହୋଇ ନଥିଲେ। କିନ୍ତୁ ୨୦୧୯ରେ ଇତିହାସ ବଦଳିଛି।  ଚଳିତ ନିର୍ବାଚନରେ ଯାଦବ ୬,୨୦,୧୯୨ ଖଣ୍ଡ ଭୋଟ୍‌ ପାଇଥିବା […]

uyf

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 10:22 PM IST

ନୂଆଦିଲ୍ଲୀ: କଂଗ୍ରେସକୁ ଚଳିତ ନିର୍ବାଚନରେ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏଥର ପରାସ୍ତ ହୋଇଛନ୍ତି। ସେ କର୍ଣ୍ଣାଟକାର ଗୁଲବର୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ।

ତେବେ ତାଙ୍କୁ ବିଜେପିର ଉମେଶ ଯାଦବ ୯୫,୪୫୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ମଲ୍ଲିକାର୍ଜୁନ ତାଙ୍କ ରାଜନୀତିକ କ୍ୟାରିୟର୍‌ରେ କେବେ ପରାସ୍ତ ହୋଇ ନଥିଲେ। କିନ୍ତୁ ୨୦୧୯ରେ ଇତିହାସ ବଦଳିଛି।  ଚଳିତ ନିର୍ବାଚନରେ ଯାଦବ ୬,୨୦,୧୯୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଖାଡ଼ଗେ ୫,୨୪,୭୪୦ ଖଣ୍ଡ ଭୋଟ୍‌ ପାଇଛନ୍ତି।

Related story