ରାଷ୍ଟ୍ରପତି ଭାବେ ଶପଥ ନେଲେ କୋବିନ୍ଦ
[video width="720" height="576" mp4="]
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମେତ ବହୁ ରାଜନେତା ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାମନାଥ କୋବିନ୍ଦ ଅଭିଭାଷଣରେ କହିଛନ୍ତି,“ଅତ୍ୟନ୍ତ ବିନମ୍ରତାର ଶହ ରାଷ୍ଟ୍ରପତି ଭାବେ ମୁଁ ଦାୟିତ୍ୱ ନେଉଛି। ଆମକୁ ଏମିତି ଏକ ଭାରତ ନିର୍ମାଣ କରିବାକୁ ପଡ଼ିବ ଯିଏ ଆର୍ଥିକ ସହ ନୈତିକତାରେ ମହାଶକ୍ତିଶାଳୀ ହୋଇଥିବ। ଯିଏ ରାଷ୍ଟ୍ରକୁ ଆଗକୁ ବଢ଼ାଇବାକୁ କାମ କରେ ସେ ରାଷ୍ଟ୍ର ନିର୍ମାତା। ଲୋକଙ୍କ ପେଟକୁ ଖାଦ୍ୟ ଯୋଗାଉଥିବା କୃଷକ ରାଷ୍ଟ୍ର ନିର୍ମାତା। ରୋଗୀକୁ ଔଷଧ, ପିଲାଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକ ମଧ୍ୟ ରାଷ୍ଟ୍ର ନିର୍ମାତା। ପ୍ରତିବଦ୍ଧ ଲୋକ ସେବକ ଓ ବୈଜ୍ଞାନିକ ରାଷ୍ଟ୍ର ନିର୍ମାତା। ଏ ଦେଶର ପ୍ରତି ନାଗରିକ ହିଁ ଆମ ଶକ୍ତିର ମୂଳ ଉତ୍ସ।
Ordigital Desk
• Published: Tuesday, 25 July 2017
• Updated: 25 July 2017, 01:12 PM IST
Sports
Latest News
[video width="720" height="576" mp4="]
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମେତ ବହୁ ରାଜନେତା ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାମନାଥ କୋବିନ୍ଦ ଅଭିଭାଷଣରେ କହିଛନ୍ତି,“ଅତ୍ୟନ୍ତ ବିନମ୍ରତାର ଶହ ରାଷ୍ଟ୍ରପତି ଭାବେ ମୁଁ ଦାୟିତ୍ୱ ନେଉଛି। ଆମକୁ ଏମିତି ଏକ ଭାରତ ନିର୍ମାଣ କରିବାକୁ ପଡ଼ିବ ଯିଏ ଆର୍ଥିକ ସହ ନୈତିକତାରେ ମହାଶକ୍ତିଶାଳୀ ହୋଇଥିବ। ଯିଏ ରାଷ୍ଟ୍ରକୁ ଆଗକୁ ବଢ଼ାଇବାକୁ କାମ କରେ ସେ ରାଷ୍ଟ୍ର ନିର୍ମାତା। ଲୋକଙ୍କ ପେଟକୁ ଖାଦ୍ୟ ଯୋଗାଉଥିବା କୃଷକ ରାଷ୍ଟ୍ର ନିର୍ମାତା। ରୋଗୀକୁ ଔଷଧ, ପିଲାଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକ ମଧ୍ୟ ରାଷ୍ଟ୍ର ନିର୍ମାତା। ପ୍ରତିବଦ୍ଧ ଲୋକ ସେବକ ଓ ବୈଜ୍ଞାନିକ ରାଷ୍ଟ୍ର ନିର୍ମାତା। ଏ ଦେଶର ପ୍ରତି ନାଗରିକ ହିଁ ଆମ ଶକ୍ତିର ମୂଳ ଉତ୍ସ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos