ୱାଶିଂଟନ: କୁର୍ଦ୍ଦିସ ବିଦ୍ରୋହୀଙ୍କ ଦ୍ୱାରା କରାଯାଉଥିବା ଆତଙ୍କବାଦୀ ହମଲାର ଜବାବ ଦେବାର ଅଧିକାର ତୁର୍କୀର ରହିଛି। ଆମେରିକା ସରକାରଙ୍କ ପକ୍ଷରୁ ଏହି କଥା କୁହାଯାଇଛି।
ହ୍ୱାଇଟ ହାଉସର ମୁଖପାତ୍ର ଆଲିଷ୍ଟେର ବାସକୀ କହିଛନ୍ତି ଯେ ନିକଟରେ କୁର୍ଦ୍ଦିସ୍ତାନ ୱାରକରସ ପାର୍ଟି ( ପିକେକେ) ପକ୍ଷରୁ ତୁର୍କୀ ଉପରେ କରାଯାଇଥିବା ଆକ୍ରମଣକୁ ଆମେରିକା ତୀବ୍ର ନନ୍ଦା କରୁଛି। ଆମେରିକା ପିକେକେକୁ ଆତଙ୍କବାଦୀ ସଂଗଠନର ମାନ୍ୟତା ଦେଇଛି। ପିକେକେ ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେବା ଉଚିତ ଓ ତୁର୍କୀ ସରକାରଙ୍କ ସହିତ ଆଲୋଚନା କରିବା ଉଚିତ୍। ଏହା ସହିତ ସେ କହିଥିଲେ ଯେ ଉଭୟ ତୁର୍କୀ ସରକାର ଓ କୁର୍ଦ୍ଦିସ ବିଦ୍ରୋହୀ ହିଂସାରୁ ନିବୃତ୍ତ ରହି ଆଲୋଚନାକୁ ଆସିବା ଉଚିତ।
ତୁର୍କୀ ସେନା ପକ୍ଷରୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ବା ଆଇଏସ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛି। ଏହା ଆଇଏସ ବିରୋଧରେ ଲଢ଼େଇ କରୁଥିବା ଆମେରିକା ନେତୃତ୍ୱାଧୀନ ମିଳିତ ସେନାକୁ ବେଶ ସହାୟକ ହେଉଛି। ଆଇଏସ ସହିତ ବିଦ୍ରୋହୀ କୁର୍ଦ୍ଦିସଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।