କୁର୍ଦ୍ଦିସ ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିବା ତୁର୍କୀର ଅଧିକାର: ଆମେରିକା

ୱାଶିଂଟନ:  କୁର୍ଦ୍ଦିସ ବିଦ୍ରୋହୀଙ୍କ ଦ୍ୱାରା କରାଯାଉଥିବା ଆତଙ୍କବାଦୀ ହମଲାର ଜବାବ ଦେବାର ଅଧିକାର ତୁର୍କୀର ରହିଛି। ଆମେରିକା ସରକାରଙ୍କ ପକ୍ଷରୁ ଏହି କଥା କୁହାଯାଇଛି। ହ୍ୱାଇଟ  ହାଉସର ମୁଖପାତ୍ର ଆଲିଷ୍ଟେର ବାସକୀ  କହିଛନ୍ତି ଯେ ନିକଟରେ  କୁର୍ଦ୍ଦିସ୍ତାନ ୱାରକରସ ପାର୍ଟି ( ପିକେକେ)  ପକ୍ଷରୁ ତୁର୍କୀ ଉପରେ କରାଯାଇଥିବା ଆକ୍ରମଣକୁ ଆମେରିକା ତୀବ୍ର ନନ୍ଦା କରୁଛି। ଆମେରିକା ପିକେକେକୁ ଆତଙ୍କବାଦୀ ସଂଗଠନର ମାନ୍ୟତା ଦେଇଛି। ପିକେକେ ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେବା ଉଚିତ ଓ ତୁର୍କୀ ସରକାରଙ୍କ […]

white-house

white-house

Rakesh Mallick
  • Published: Sunday, 26 July 2015
  • Updated: 04 May 2017, 03:45 PM IST

Sports

Latest News

ୱାଶିଂଟନ:  କୁର୍ଦ୍ଦିସ ବିଦ୍ରୋହୀଙ୍କ ଦ୍ୱାରା କରାଯାଉଥିବା ଆତଙ୍କବାଦୀ ହମଲାର ଜବାବ ଦେବାର ଅଧିକାର ତୁର୍କୀର ରହିଛି। ଆମେରିକା ସରକାରଙ୍କ ପକ୍ଷରୁ ଏହି କଥା କୁହାଯାଇଛି।

ହ୍ୱାଇଟ  ହାଉସର ମୁଖପାତ୍ର ଆଲିଷ୍ଟେର ବାସକୀ  କହିଛନ୍ତି ଯେ ନିକଟରେ  କୁର୍ଦ୍ଦିସ୍ତାନ ୱାରକରସ ପାର୍ଟି ( ପିକେକେ)  ପକ୍ଷରୁ ତୁର୍କୀ ଉପରେ କରାଯାଇଥିବା ଆକ୍ରମଣକୁ ଆମେରିକା ତୀବ୍ର ନନ୍ଦା କରୁଛି। ଆମେରିକା ପିକେକେକୁ ଆତଙ୍କବାଦୀ ସଂଗଠନର ମାନ୍ୟତା ଦେଇଛି। ପିକେକେ ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେବା ଉଚିତ ଓ ତୁର୍କୀ ସରକାରଙ୍କ ସହିତ ଆଲୋଚନା କରିବା ଉଚିତ୍। ଏହା ସହିତ ସେ କହିଥିଲେ ଯେ ଉଭୟ  ତୁର୍କୀ ସରକାର ଓ କୁର୍ଦ୍ଦିସ ବିଦ୍ରୋହୀ ହିଂସାରୁ ନିବୃତ୍ତ ରହି ଆଲୋଚନାକୁ ଆସିବା ଉଚିତ।

ତୁର୍କୀ ସେନା ପକ୍ଷରୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ବା ଆଇଏସ  ଉପରେ ଆକ୍ରମଣ ଆରମ୍ଭ କରି ଦେଇଛି।  ଏହା ଆଇଏସ ବିରୋଧରେ ଲଢ଼େଇ କରୁଥିବା ଆମେରିକା ନେତୃତ୍ୱାଧୀନ ମିଳିତ ସେନାକୁ ବେଶ ସହାୟକ ହେଉଛି। ଆଇଏସ ସହିତ ବିଦ୍ରୋହୀ କୁର୍ଦ୍ଦିସଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story