ଅମିତାଭ ବଚ୍ଚନଙ୍କୁ ୩୨ ଟଙ୍କା ପଠାଇଲେ ଆପ୍ ନେତା ତଥା କୁମାର ବିଶ୍ୱାସ

ନିକଟରେ ଆମ୍ ଆଦମୀ ପାର୍ଟିର ନେତା ଓ କବି କୁମାର ବିଶ୍ୱାସ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ୩୨ ଟଙ୍କା ପଠାଇଥିଲେ ବୋଲି କହିଛନ୍ତି । ଏହା ପଛରେ ଥିବା କାରଣଟି କ’ଣ ଜାଣନ୍ତି? କିଛି ଦିନ ତଳେ କୁମାର ବିଶ୍ୱାସ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପିତା ହରିବଶଂ ରାୟ ବଚନଙ୍କ ଏକ କବିତାର ଭିଡିଓ ୟୁ-ଟ୍ୟୁବ୍‌ରେ ଅପଲୋଡ କରିଥିଲେ। ସେଥିପାଇଁ ଅମିତାଭ କାଳେ ତାଙ୍କୁ  ଏକ ନୋଟିସ୍‌ ପଠାଇଥିଲେ।  ସେଥିରେ ଅମିତାଭ, ବିଶ୍ୱାସଙ୍କୁ ଏହି କବିତା ଅପଲୋଡ଼ […]

amitav

amitav

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 02:36 PM IST

Sports

Latest News

ନିକଟରେ ଆମ୍ ଆଦମୀ ପାର୍ଟିର ନେତା ଓ କବି କୁମାର ବିଶ୍ୱାସ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ୩୨ ଟଙ୍କା ପଠାଇଥିଲେ ବୋଲି କହିଛନ୍ତି । ଏହା ପଛରେ ଥିବା କାରଣଟି କ’ଣ ଜାଣନ୍ତି?

କିଛି ଦିନ ତଳେ କୁମାର ବିଶ୍ୱାସ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପିତା ହରିବଶଂ ରାୟ ବଚନଙ୍କ ଏକ କବିତାର ଭିଡିଓ ୟୁ-ଟ୍ୟୁବ୍‌ରେ ଅପଲୋଡ କରିଥିଲେ। ସେଥିପାଇଁ ଅମିତାଭ କାଳେ ତାଙ୍କୁ  ଏକ ନୋଟିସ୍‌ ପଠାଇଥିଲେ।  ସେଥିରେ ଅମିତାଭ, ବିଶ୍ୱାସଙ୍କୁ ଏହି କବିତା ଅପଲୋଡ଼ ଦ୍ୱାରା କରିଥିବା ରୋଜଗାରର ଲିଷ୍ଟ ମାଗିଥିଲେ। ଭିଡିଓଟିରେ କୁମାର ବିଶ୍ୱାସ ହରିବଂଶ ରାୟ ବଚନଙ୍କ ଏକ କବିତା ପାଠ କରିବାର ଦେଖାଯାଉଛି। ଅମିତାଭ କହିଥିଲେ, ଏହା କପିରାଇଟ ଉଲ୍ଲଘଂନ।

କୁମାର ବିଶ୍ୱାସ କହିଛନ୍ତି, ଅମିତାଭ ବଚନଙ୍କଠାରୁ ସେ ନୋଟିସ ପାଇବା ପରେ, ଭିଡିଓଟିକୁ ୟୁ-ଟ୍ୟୁବରୁ ହଟେଇ ଦେଇଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି,“ମୁଁ ଭିଡିଓଟିକୁ ହଟେଇ ଦେଇଛି। ଏଥିରୁ ରୋଜଗାର ହୋଇଥିବା ୩୨ ଟଙ୍କା ଅମିତାଭ ବଚନଙ୍କ ପାଖକୁ ପଠାଇ ଦେଇଛି।”

ସୂଚନାଯୋଗ୍ୟ ଯେ, କବି କୁମାର ବିଶ୍ୱାସ ନିୟମିତ ଭାବେ ତର୍ପଣ ନାମକ ଏକ କାର୍ଯ୍ୟକ୍ରମ ଦୀର୍ଘବର୍ଷ ଧରି କରି ଆସୁଛନ୍ତି। ଏଥିରେ ସେ ପ୍ରସିଦ୍ଧ ହିନ୍ଦୀ କବିମାନଙ୍କ କବିତା ଗାନ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି। ଯେଉଁ ଭିଡିଓକୁ ନେଇ ଅମିତାଭ ବଚ୍ଚନ ଅସନ୍ତୋଷ ପ୍ରକାଶ କଲେ ସେଥିରେ ସେ ହରିବଂଶ ରାୟ ବଚନଙ୍କ କବିତା ‘ନୀଡକା ନିର୍ମାଣ’ ଆବୃତି କରୁଥିଲେ। ପରେ ମିଡିଆ ଆଗରେ କୁମାର ବିଶ୍ୱାସ କହିଥିଲେ ଯେ ଏହି ଭିଡିଓ ମାଧ୍ୟମରେ ସେ କେବଳ ହରିବଂଶ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଥିଲେ।   ଏହା ଛଡା ତାଙ୍କର ଅନ୍ୟ କିଛି ଉଦ୍ଦେଶ୍ୟ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story