ପୁଣି ସ୍କୁଲରେ ନିଆଁ, ମାଆ ଓ ତାଙ୍କର ଦୁଇ ପିଲା ଜୀବନ୍ତ ଦଗ୍ଧ

ଫରିଦାବାଦ: ହରିଆଣାର ଫରିଦାବାଦ ଠାରେ ଏକ ଘରୋଇ ସ୍କୁଲରେ ନିଆଁ ଲାଗିଯିବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ତିନି ଜଣଙ୍କ ମଧ୍ୟରେ ମାଆ ଓ ଦୁଇ ଛୋଟ ପିଲା ଥିବା ଜଣାପଡ଼ିଛି। ଗତ ମାସରେ ଗୁଜରାଟ ସୁରତ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୨ ଛାତ୍ରାଛାତ୍ରୀଙ୍କ ମୃତ୍ୟୁ କଥା ମନରୁ ନଲିଭୁଣୁ ପୁଣି ଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଫରିଦାବାଦ ଦୁବୁଅ କଲୋନୀରେ ଏହି ଘରୋଇ ଏଏନଡି କନଭେଣ୍ଟ ସ୍କୁଲଟି ରହିଛି। […]

AND CONVENT SCHOOL FIRE

AND CONVENT SCHOOL FIRE

Subhransu Sekhar
  • Published: Saturday, 08 June 2019
  • Updated: 08 June 2019, 03:04 PM IST

Sports

Latest News

ଫରିଦାବାଦ: ହରିଆଣାର ଫରିଦାବାଦ ଠାରେ ଏକ ଘରୋଇ ସ୍କୁଲରେ ନିଆଁ ଲାଗିଯିବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ତିନି ଜଣଙ୍କ ମଧ୍ୟରେ ମାଆ ଓ ଦୁଇ ଛୋଟ ପିଲା ଥିବା ଜଣାପଡ଼ିଛି। ଗତ ମାସରେ ଗୁଜରାଟ ସୁରତ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୨ ଛାତ୍ରାଛାତ୍ରୀଙ୍କ ମୃତ୍ୟୁ କଥା ମନରୁ ନଲିଭୁଣୁ ପୁଣି ଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଫରିଦାବାଦ ଦୁବୁଅ କଲୋନୀରେ ଏହି ଘରୋଇ ଏଏନଡି କନଭେଣ୍ଟ ସ୍କୁଲଟି ରହିଛି। ସ୍କୁଲ କୋଠାର ତଳ ମହଲାରେ ଥିବା ଏକ କପଡ଼ା ଗୋଦାମ ଘରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ନିଆଁ ସମ୍ପୂର୍ଣ୍ଣ କୋଠାକୁ  ବ୍ୟାପି ଯାଇଥିଲା ବୋଲି ଜଣାପଡ଼ିଛି।

ମୃତକ ୩ ଜଣଙ୍କ ମଧ୍ୟରୁ ମହିଳା ଜଣଙ୍କ ସେହି ସ୍କୁଲରେ ପାଠ ପଢ଼ାନ୍ତି ବୋଲି ଜଣାପଡ଼ିଛି। ମୃତ ୨ ଛୋଟ ପିଲା ମଧ୍ୟ ମହିଳାଙ୍କର ସନ୍ତାନ ବୋଲି ଜଣାପଡ଼ିଛି। ନିଆଁରେ ପୋଡ଼ି ହେବା ପରେ ଗୁରୁତର ତିନି ଜଣଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲକୁ ନେଇ ଆସିଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିଲା ବେଳଙ୍କୁ ମାଆ ଓ ଦୁଇ ଛୋଟ ଛୁଆଙ୍କର ମୃତ୍ୟୁ ହୋଇସାରିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଦୁଇ ଜଣ ଆହତ ହୋଇଛନ୍ତି। ଗୁଜରାଟ ସୁରଟ ପରି ଏଠାରେ ମଧ୍ୟ ଦମକଳ ଟିମ୍ ପହଞ୍ଚିବାରେ ବିଳମ୍ୱ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story