ଲଣ୍ଡନ: ଛୁରାମାଡ଼ରେ ମହିଳା ମୃତ, ୫ ଆହତ

ଲଣ୍ଡନ: ବ୍ରିଟେନ୍‌ର ରାଜଧାନୀ ଲଣ୍ଡନର ରସଲ୍ ସିକ୍ୟୁଏଲ୍‌ରେ ଗତକାଲି ବିଳମ୍ୱିତ ରାତିରେ ଜଣେ ବ୍ୟକ୍ତିର ଛୁରାମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପୋଲିସ୍ ଆକ୍ରମଣକାରୀକୁ ଗିରଫ କରିଛି। ଏହା ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥାଏ ପାରେ ବୋଲି ପୋଲିସ୍‌ କହିଛି। ଏହି ଘଟଣା ପରେ ଅଞ୍ଚଳରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

landon

Rakesh Mallick
  • Published: Thursday, 04 August 2016
  • , Updated: 04 May 2017, 03:44 PM IST

Related story