ବିଦାୟୀ ରାଷ୍ଟ୍ରପତିଙ୍କ ଭାବଗର୍ଭକ ଅଭିଭାଷଣ: କହିଲେ ଯେବେ ଲୋଭ ସୀମା ଟପେ, ପ୍ରକୃତି କୋପ ଦେଖାଏ  

<p>ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ସରିଲା ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ। ଏହା ପୂର୍ବରୁ ସୋମବାର ଜାତି ଉଦ୍ଦେଶ୍ୟରେ ନିଜ ବିଦାୟୀ ଅଭିଭାଷଣ ରଖିଥିଲେ ପ୍ରଣବ ମୁଖାର୍ଜୀ । କହିଛନ୍ତି ବିଭିନ୍ନତା ଓ ସହିଷ୍ଣୁତା ଭିତରେ ଭାରତର ଆତ୍ମା ରହିଛି ।</p> <p>ଗତ ୫୦ ବର୍ଷର ସାର୍ବଜନୀକ ଜୀବନରେ ଭାରତର ସମ୍ବିଧାନ ମୋର ପବିତ୍ର ଗ୍ରନ୍ଥ, ଭାରତର ସଂସଦ ମୋ ପାଇଁ ମନ୍ଦିର ଓ ଭାରତୀୟ&nbsp; ଜନତାର ସେବା ମୋର ଅଭିଳାଷ ରହି ଆସିଥିବା ପ୍ରଣବ ତାଙ୍କ ଅଭିଭାଷଣରେ କହିଛନ୍ତି। &nbsp;ଏଥିସହ ବଢ଼ିଚାଲିଥିବା ଗ୍ଲୋବାଲ୍ ଓ୍ୱାର୍ମିଂ ପ୍ରତି ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ପ୍ରଣବ। &nbsp;କହିଛନ୍ତି ଯେବେ ଆମ ଲୋଭ ସୀମା ଲଂଘେ, ସେତେବେଳେ ପ୍ରକୃତି ତା କୋପ ଦେଖାଏ। &nbsp;ନିଜ ବିଦାୟୀ ଅଭିଭାଷଣରେ ପ୍ରଣବ ଭାବି ରାଷ୍ଟ୍ରପତିଙ୍କ ପ୍ରତି ନିଜ ଶୁଭେଚ୍ଛା ଜଣାଇଛନ୍ତି।</p>

Ordigital Desk
  • Published: Monday, 24 July 2017
  • Updated: 24 July 2017, 10:18 PM IST

Sports

Latest News

<p>ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ସରିଲା ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ। ଏହା ପୂର୍ବରୁ ସୋମବାର ଜାତି ଉଦ୍ଦେଶ୍ୟରେ ନିଜ ବିଦାୟୀ ଅଭିଭାଷଣ ରଖିଥିଲେ ପ୍ରଣବ ମୁଖାର୍ଜୀ । କହିଛନ୍ତି ବିଭିନ୍ନତା ଓ ସହିଷ୍ଣୁତା ଭିତରେ ଭାରତର ଆତ୍ମା ରହିଛି ।</p><p>ଗତ ୫୦ ବର୍ଷର ସାର୍ବଜନୀକ ଜୀବନରେ ଭାରତର ସମ୍ବିଧାନ ମୋର ପବିତ୍ର ଗ୍ରନ୍ଥ, ଭାରତର ସଂସଦ ମୋ ପାଇଁ ମନ୍ଦିର ଓ ଭାରତୀୟ&nbsp; ଜନତାର ସେବା ମୋର ଅଭିଳାଷ ରହି ଆସିଥିବା ପ୍ରଣବ ତାଙ୍କ ଅଭିଭାଷଣରେ କହିଛନ୍ତି। &nbsp;ଏଥିସହ ବଢ଼ିଚାଲିଥିବା ଗ୍ଲୋବାଲ୍ ଓ୍ୱାର୍ମିଂ ପ୍ରତି ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ପ୍ରଣବ। &nbsp;କହିଛନ୍ତି ଯେବେ ଆମ ଲୋଭ ସୀମା ଲଂଘେ, ସେତେବେଳେ ପ୍ରକୃତି ତା କୋପ ଦେଖାଏ। &nbsp;ନିଜ ବିଦାୟୀ ଅଭିଭାଷଣରେ ପ୍ରଣବ ଭାବି ରାଷ୍ଟ୍ରପତିଙ୍କ ପ୍ରତି ନିଜ ଶୁଭେଚ୍ଛା ଜଣାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos