‘ଶିକ୍ଷାନୁଷ୍ଠାନର ମାହୋଲ ଖରାପ କରୁଛି ବାମପନ୍ଥୀ ଏଜେଣ୍ଡା’

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନର ମାହୋଲ ଖରାପ କରୁଛି ବାମପନ୍ଥୀ ଏଜେଣ୍ଡା। ୨୦୦ରୁ ଅଧିକ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ମଧ୍ୟ ସାମିଲ୍ ରହିଛନ୍ତି। ବାମପନ୍ଥୀ ଦଳର ଛାତ୍ର ଶାଖା ସାରା ଦେଶରେ ଥିବା ଶିକ୍ଷାନୁଷ୍ଠାର ମାହୋଲ ଖରାପ କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି। ‘ଛାତ୍ର ରାଜନୀତିକୁ ସକ୍ରିୟ କରିବାକୁ ଯାଇ ବାମପନ୍ଥୀ ମାନେ ନିଜ ଏଜେଣ୍ଡାକୁ ଛାତ୍ରଙ୍କ କାନ୍ଧରେ […]

MODI ASSOCHOM

MODI ASSOCHOM

Subhransu Sekhar
  • Published: Sunday, 12 January 2020
  • Updated: 12 January 2020, 05:51 PM IST

Sports

Latest News

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନର ମାହୋଲ ଖରାପ କରୁଛି ବାମପନ୍ଥୀ ଏଜେଣ୍ଡା। ୨୦୦ରୁ ଅଧିକ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ମଧ୍ୟ ସାମିଲ୍ ରହିଛନ୍ତି। ବାମପନ୍ଥୀ ଦଳର ଛାତ୍ର ଶାଖା ସାରା ଦେଶରେ ଥିବା ଶିକ୍ଷାନୁଷ୍ଠାର ମାହୋଲ ଖରାପ କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି।

‘ଛାତ୍ର ରାଜନୀତିକୁ ସକ୍ରିୟ କରିବାକୁ ଯାଇ ବାମପନ୍ଥୀ ମାନେ ନିଜ ଏଜେଣ୍ଡାକୁ ଛାତ୍ରଙ୍କ କାନ୍ଧରେ ରଖୁଛନ୍ତି। ନିକଟରେ ଜାମିଆ, ଏମଏୟୁ, ଯାଧବପୁର ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ବିକ୍ଷୋଭ ପ୍ରଦର୍ଶନ ଓ ପାଠ ପଢାରେ ବ୍ୟାହାତ ହେବା ଏସବୁର ଉଦାହରଣ। ଏଭଳି ବିକ୍ଷୋଭ ପଛରେ ବାମପନ୍ଥୀଙ୍କ ଏଜେଣ୍ଡା ରହିଛି’ ବୋଲି ଚିଠିରେ ଉଲ୍ଲେଖ ରହିଛି।

ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ହରି ସିଂହ ଗୌର ବିଶ୍ୱବିଦ୍ୟାଳୟର କୁଳପତି ଆରପି ତିଓ୍ୱାରୀ, ଦକ୍ଷିଣ ବିହାର ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟର କୁଳପତି ଏଚସିଏସ ରାଠୋର ଏବଂ ସରଦାର ପଟେଲ ବିଶ୍ୱବିଦ୍ୟାଳୟର ଭିସି ଶିରିଷ କୁଲକର୍ଣ୍ଣୀ ଭଳି ୨୦୮ ଜଣ ବିଦ୍ୱାନ ବ୍ୟକ୍ତି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story