ଶଙ୍ଖ ନାଦରେ ସବୁ ଶୁଦ୍ଧ: ପୂଜାରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହାରି ଭିତରେ ଅଯୋଧ୍ୟାର ୯ ମୁସଲମାନ ରାମ ଜନ୍ମଭୂମି ପରିସରରେ ନୂଆ ବିବାଦ ଆରମ୍ଭ କରିବା ପାଇଁ ପ୍ରୟାସ କରିଛନ୍ତି। ଏହି ୯ ମୁସଲମାନ ନିକଟରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୬୭ ଏକର ଜମିରୁ ୫ ଏକର କବରସ୍ତାନ ବୋଲି କୁହାଯାଇଛି। ତେବେ ଏଭଳି ଚିଠି ଦୁଇ ସମ୍ପ୍ରଦାୟ ମଧ୍ୟରେ […]

ayodhya

ayodhya

Subhransu Sekhar
  • Published: Wednesday, 19 February 2020
  • Updated: 19 February 2020, 01:39 PM IST

Sports

Latest News

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହାରି ଭିତରେ ଅଯୋଧ୍ୟାର ୯ ମୁସଲମାନ ରାମ ଜନ୍ମଭୂମି ପରିସରରେ ନୂଆ ବିବାଦ ଆରମ୍ଭ କରିବା ପାଇଁ ପ୍ରୟାସ କରିଛନ୍ତି। ଏହି ୯ ମୁସଲମାନ ନିକଟରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୬୭ ଏକର ଜମିରୁ ୫ ଏକର କବରସ୍ତାନ ବୋଲି କୁହାଯାଇଛି। ତେବେ ଏଭଳି ଚିଠି ଦୁଇ ସମ୍ପ୍ରଦାୟ ମଧ୍ୟରେ ଖରାପ ବାର୍ତ୍ତା ଦେଉଛି ବୋଲି ବାବ୍ରି ମସଜିଦର ପକ୍ଷ ରଖୁଥିବା ଓକିଲ ଇକବାଲ ଅନସାରୀ କହିଛନ୍ତି।

ଇକବାଲ କହିଛନ୍ତି, 'ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତ ପକ୍ଷ ସମ୍ମାନ ଦେଉଛନ୍ତି। ଏବେ ଏଭଳି ଚିଠି ଲେଖି ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରିବା ଠିକ୍ ନୁହେଁ। ଅନ୍ୟପଟେ ଏହି ମାମଲାରେ ରାମଲଲାର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, '୬୭ ଏକର ଜମିରୁ କୌଣସି ସ୍ଥାନରେ କବରସ୍ଥାନ ନାହିଁ। ସେଠାରେ ଋଷିଙ୍କର ସମାଧି ଥିଲା। କବରସ୍ଥାନ ଯୋଡ଼ା ଯାଇ କହି ସ୍ଥିତିକୁ ଗୋଳିଆ କରିବାକୁ ଚେଷ୍ଟା କରାଯାଉଛି। ଯେଉଁଠି ଶଙ୍ଖ ଧ୍ୱନୀ ଶୁଭିବ ଏବଂ ପୂଜା ପାଠ ହୁଏ ସେଠାରେ ମଶାଣୀ କିମ୍ୱା କବରସ୍ଥାନ ଥିଲେ ମଧ୍ୟ ତାହା ଶୁଦ୍ଧ ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story