ମଦ ଦୋକାନ ବନ୍ଦ, ଅନ ଲାଇନ୍ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ମଦ ଦୋକାନ ବନ୍ଦ କରି ଅନଲାଇନ୍ ମଦ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମଦ ଦୋକାନ ହିଁ କେବଳ ଅନଲାଇନ୍ ମଦ ବିକ୍ରି କରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁରେ ମଦ ବିକ୍ରି ବେଳେ ସାମାଜିକ ଦୂରତା ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସିଥିଲା। ଏ ନେଇ ଅସନ୍ତୋଷ ବୃଦ୍ଧି ପାଇବା ପରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ତେବେ ମେ […]

WINE

WINE

Subhransu Sekhar
  • Published: Friday, 08 May 2020
  • Updated: 08 May 2020, 09:26 PM IST

Sports

Latest News

ଚେନ୍ନାଇ: ତାମିଲନାଡୁରେ ମଦ ଦୋକାନ ବନ୍ଦ କରି ଅନଲାଇନ୍ ମଦ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମଦ ଦୋକାନ ହିଁ କେବଳ ଅନଲାଇନ୍ ମଦ ବିକ୍ରି କରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁରେ ମଦ ବିକ୍ରି ବେଳେ ସାମାଜିକ ଦୂରତା ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସିଥିଲା। ଏ ନେଇ ଅସନ୍ତୋଷ ବୃଦ୍ଧି ପାଇବା ପରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ତେବେ ମେ ୧୭ ଯାଏ ଅନଲାଇନ୍ ମଦ ବିକ୍ରି କରିହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମେ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି।

ତାମିଲନାଡୁରେ ମଦ ଦୋକାନ ଖୋଲିବା ପରେ ଏହାକୁ ସାଧାରଣ ଲୋକମାନେ ମଧ୍ୟ ବିରୋଧ କରିଥିଲେ। ମଦ ଦୋକାନ ବନ୍ଦ କରିବାକୁ ଦାବି କରି ସାରା ରାଜ୍ୟରେ ଏକାଧିକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ରାଜନୀତିକ ଦଳମାନେ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ଅଭିନେତାରୁ ନେତା ହୋଇଥିବା କମଲ ହାସନଙ୍କ ମକ୍କଲ ନିଧି ମଇମ୍ (ଏମ୍ଏନ୍ଏମ୍) ମଦ ଦୋକାନ ବନ୍ଦ କରିବାକୁ ଆହ୍ୱାନ କରି ହାଇକୋର୍ଟରେ ଆବେଦନ କରିଥିଲା।

କୋର୍ଟଙ୍କ ନିର୍ଦ୍ଦେଶ ପରେ କମଲ ହାସନ ଟ୍ୱିଟ କରି ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ଏହି ରାୟ ନ୍ୟାୟପାଳି ପ୍ରତି ଲୋକଙ୍କ ଆତ୍ମବିଶ୍ୱାସ ବଢ଼ାଇଛି ବୋଲି ସେ କହିଛନ୍ତି। ଏହା କେବଳ ଏମ୍ଏନ୍ଏମ୍ ର ବିଜୟ ନୁହେଁ ତାମିଲନାଡୁର ବିଜୟ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story